Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବୁଗୁଡା ବନଖଣ୍ଡ ଅଞ୍ଚଳରୁ ଶିକାରୀ ଗିରଫ, ଦୁଇଟି ମୃତ ବାରହା ଜବତ

11/11/2020 at 4:56 PM

ଭଞ୍ଜନଗର ୧୧।୧୧: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନଖଣ୍ଡ ଅଧୀନ ବିଷ୍ଣୁ ଚକ୍ର ଗ୍ରାମଠାରେ ଜଣେ ଶିକାରୀ ଗିରଫ ହୋଇଛି । ଦୁଇଟି ମୃତ ବାରହା ଜବତ ସହ ସହ ଜଣେ ଶିକାରୀ ଗିରଫ ହୋଇଛି । ଗିରଫ ହୋଇଥିବା ଶିକାରୀଙ୍କ ନାଁ ଅରୁଣ ସ୍ବାଇଁ । ବିଦ୍ୟୁତ ତାରରେ ହୁକ ପକାଇ ବାରହାକୁ ମାରିଥିବା ନେଇ ବୁଗୁଡ଼ା ବନ ବିଭାଗ ଖବର ପାଇ ଚଢାଉ କରିଥିଲା । ଚଢାଉ ବେଳେ ଶିକାରୀଙ୍କୁ ଗିରଫ କରିବା ସହ ଦୁଇଟି ମୃତ ବାରହାକୁ ଜବତ କରିଛି । ଏହାସହ ଦୁଇ କେଜି ଜିଆଇ ତାର ମଧ୍ୟ ଜବତ ହୋଇଛି ।

ଅନ୍ୟପଟେ କଳମ୍ବ ଛକଠାରେ ବୁଗୁଡ଼ା ବନ ବିଭାଗ ୪୦୭ ଟ୍ରକ୍ ସହ ୩୦ ବସ୍ତା ମାଧବୀ ଲତା ଚେର ଜବତ କରାଯାଇଛି । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁରର ଶିଶିର ପ୍ରଧାନ ।

   Related Posts