ପୁରୀ ବେଳାଭୂମିରେ ମରି ପଡିଛନ୍ତି ଶହ ଶହ ଜେଲି ଫିସ୍, କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 24, 2021 IST

ପୁରୀ ୨୪।୫: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସ୍ଙ୍କ ମୃତଦେହ ଠାବ । ଦିଗବାରିଣୀ, ଚୈତନ୍ୟ ଛକ ଓ ଲାଇଟ୍ ହାଉସ ପାଖରେ ପଡ଼ିଛି ଜେଲି ଫିସ୍ଙ୍କ ମୃତଦେହ । ତେବେ ଏତେ ସଂଖ୍ୟକ ଜେଲି ଫିସ୍ଙ୍କ ମୃତ୍ୟୁ କେମିତି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.