ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

Published By : Prameya-News7 Bureau | January 20, 2021 IST

ଭୁବନେଶ୍ବର ୨୦।୧: ବିଜେଡିରେ ମିଶିଲେ ମୟୁରଭଞ୍ଜ କରଞ୍ଜିଆ ଏନଏସିର ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ । ଗିରିଧର ପୃଷ୍ଟିଙ୍କ ନେତୃତ୍ବରେ ବିଜେଡିର ସାମିଲ ହୋଇଛନ୍ତି । ବିଜେଡି ମୁଖପାତ୍ର ପ୍ରତାପ ଦେବ, କରଞ୍ଜିଆ ବିଧାୟକ ବସନ୍ତୀ ହେମ୍ବ୍ରମ, ମୋରଡ ବିଧାୟକ ରାଜକିଶୋର ଦାସ, ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ଶତାଧିକ କର୍ମୀ ବିଜେଡିରେ ମିଶିଛନ୍ତି ।

{"id":395325,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ଏମାନେ ସମସ୍ତେ ବିଜେଡିର ସାମିଲ ହୋଇଛନ୍ତି । ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ବିଜେଡିରେ ସାମିଲ ହୋଇଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତରେ ମିଶିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.