Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତାକଡରୁ ମିଳିଲା ମଣୁଷୀ ଖପୁରୀ ; ଗୁଣିଗାରେଡି ସନ୍ଦେହ

24/04/2018 at 4:42 AM

ରାସ୍ତାକଡରୁ ମିଳିଲା ମଣୁଷୀ ଖପୁରୀ … ବାଲେଶ୍ବର ନୀଳଗିରି ମିତ୍ରପୁର ରାସ୍ତା କଡରୁ ଖପୁରୀ ସହ କାଉଁରୀ ହାଡ଼, ଆଣ୍ଠୁଆ ଗୋପାଳ ମୂର୍ତ୍ତି ଜବତ… ଗୁଣିଗାରେଡି ଓ ତନ୍ତ୍ର ପାଠ ସନ୍ଦେହ କରାଯାଉଛି …. ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି …. କେହି ଜଣେ ବ୍ୟାଗରେ ଆଣି ଏସବୁ ଏଇଠି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି …. ପୋଲିସ ଆସି ଏସବୁକୁ ଜବତ କରିଛି ….

Leave a Reply

   Related Posts