ମହାନଦୀରୁ ନରକଙ୍କଳ ଠାବ, ବନ୍ୟା ପାଣିରେ ଭାସି ଆସିଥିବା ସନ୍ଦେହ

Published By : Prameya-News7 Bureau | October 14, 2020 IST

ବୌଦ୍ଧ ୧୪।୧୦: ବୌଦ୍ଧ ଥାନା ମହାନଦୀ ଗର୍ଭରୁ ଠାବ ହେଲା ନରକଙ୍କଳ । ଗଳିତ ଅବସ୍ଥାରେ ଠାବ ହୋଇଥିବା ଏହି କଙ୍କାଳ କାହାର ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଛି ।

{"id":344326,"sizeSlug":"large"}

ଉଦ୍ଧାର କରିବା ପରେ କଙ୍କାଳକୁ ପୋଷ୍ଟମର୍ଟମ ପାଇଁ ବୁର୍ଲା ପଠାଯାଇଛି । ପୋଷ୍ଟମର୍ଟମ ପରେ କଙ୍କାଳକୁ ନେଇ ସମସ୍ତ ତଥ୍ୟ ମିଳିପାରିବ ବୋଲି ଥାନା ଆଇଆଇସି କହିଛନ୍ତି । ତେବେ ଏହି କଙ୍କାଳଟି ବନ୍ୟା ପାଣିରେ ଭାସି ଆସିଥିବା ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.