Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମହାନଦୀରୁ ନରକଙ୍କଳ ଠାବ, ବନ୍ୟା ପାଣିରେ ଭାସି ଆସିଥିବା ସନ୍ଦେହ

14/10/2020 at 4:33 PM

ବୌଦ୍ଧ ୧୪।୧୦: ବୌଦ୍ଧ ଥାନା ମହାନଦୀ ଗର୍ଭରୁ ଠାବ ହେଲା ନରକଙ୍କଳ । ଗଳିତ ଅବସ୍ଥାରେ ଠାବ ହୋଇଥିବା ଏହି କଙ୍କାଳ କାହାର ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଛି ।

ଉଦ୍ଧାର କରିବା ପରେ କଙ୍କାଳକୁ ପୋଷ୍ଟମର୍ଟମ ପାଇଁ ବୁର୍ଲା ପଠାଯାଇଛି । ପୋଷ୍ଟମର୍ଟମ ପରେ କଙ୍କାଳକୁ ନେଇ ସମସ୍ତ ତଥ୍ୟ ମିଳିପାରିବ ବୋଲି ଥାନା ଆଇଆଇସି କହିଛନ୍ତି । ତେବେ ଏହି କଙ୍କାଳଟି ବନ୍ୟା ପାଣିରେ ଭାସି ଆସିଥିବା ପୋଲିସ ସନ୍ଦେହ କରୁଛି ।

   Related Posts