Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଏସ୍‌ସିବିରେ ରୋଗୀଙ୍କୁ ଆଟେଣ୍ଡାଣ୍ଟ ମାଡ ମାରିବା ଘଟଣା : ତଦନ୍ତ ପାଇଁ ପହଞ୍ଚିଲେ ମାନବାଧିକାର କମିଶନ ସଦସ୍ୟ

15/01/2020 at 9:53 AM

କଟକ ୧୫।୧: କଟକ ବଡ ମେଡିକାଲର ଡେଷ୍ଟିଚ୍ୟୁଟ୍ ୱାର୍ଡରେ ରୋଗୀଙ୍କୁ ଆଟେଣ୍ଡାଣ୍ଟ ମାଡମାରିବା ଘଟଣା ତଦନ୍ତ ପାଇଁ ପହଞ୍ଚିଲେ ମାନବାଧିକାର କମିଶନ ସଦସ୍ୟ । ଗତକାଲି ଜଣେ ଅନ୍ତେବାସିନୀଙ୍କୁ ଆଟେଣ୍ଡାଣ୍ଟ ମାଡ ମାରୁଥିବା ଅଭିଯୋଗ ହୋଇଥିଲା

ସୂଚନାଯୋଗ୍ୟ ଯେ, କଟକ ବଡ ମେଡିକାଲର ସର୍ଜରୀ ଓ୍ବାର୍ଡରେ ଥିବା ଡେଷ୍ଟିଚ୍ୟୁଟ୍‌ ଓ୍ବାର୍ଡର ଜଣେ ଅନ୍ତେବାସିନୀଙ୍କୁ ଆଟେଣ୍ଡାଣ୍ଟ ମାଡ ମାରୁଥିବା ଭଳି ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସମ୍ପୃକ୍ତ ଆଟେଣ୍ଡାଣ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । କିନ୍ତୁ ଏସସିବି ମେଡିକାଲ କର୍ତ୍ତୃପକ୍ଷ  ଏବାବଦରେ ସେଭଳି କିଛି ପଦକ୍ଷେପ ନେଇନଥିବାର ମଧ୍ୟ ଅଭିଯୋଗ ହୋଇଛି ।

ଏସସିବି ମେଡିକାଲର ସର୍ଜରୀ ଓ୍ବାର୍ଡରେ ଥିବା ଡେଷ୍ଟିଟ୍ୟୁଟ୍‌ ଓ୍ବାର୍ଡ ଭିତରେ ଅପରିଚିତ ରୋଗୀମାନଙ୍କ ଦେଖାଶୁଣା କରିବାଲାଗି ସରକାରୀ ଖର୍ଚ୍ଚରେ ଆଟେଣ୍ଡାଣ୍ଟ ନିଯୁକ୍ତ ହୋଇଛନ୍ତି । କିନ୍ତୁ ସେବା ଦେବା ବଦଳରେ ରୋଗୀଙ୍କୁ ମାଡ ମାରୁଥିବାର ଅଭିଯୋଗ ହୋଇଛି ।

   Related Posts