Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକ ହୁକ୍କା ବାର ଉପରେ ଚଢ଼ାଉ

6/05/2018 at 6:28 AM

କଟକ ହୁକ୍କା ବାର ଉପରେ ଚଢ଼ାଉ
ଡିସିପିଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡର ପୋଲିସ ଚଢ଼ାଉ କରିଛି
ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ଜଣ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ
ହୁକ୍କାରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ

Leave a Reply

   Related Posts