ସମ୍ବଲପୁର ସାହୁ କଲୋନୀ ବସ୍ତିରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

Published By : Prameya-News7 Bureau | July 12, 2018 IST

ସମ୍ବଲପୁର ଟାଉନ ଥାନା ନିକଟସ୍ଥ ସାହୁ କଲୋନୀ ବସ୍ତିରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ ହୋଇଛି | କୌଣସି ସୂତ୍ରରୁ ଖବର ପାଇ ଆଜି ଟାଉନ ଥାନା ପୋଲିସ କଲୋନୀ ଉପରେ ଚଢ଼ାଉ କରିଥିଲା | ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ, ଦେଶୀ ଓ ବିଦେଶୀ ମଦ ଜବତ ଜବତ ହୋଇଛି | ଏହାସହ କିଛି ନିଷିଦ୍ଧ କଫ୍ ସିରଫ ମଧ୍ୟ ଜବତ କରିଛି ପୋଲିସ | ଟାଉନ ଥାନା ପୋଲିସ ପକ୍ଷରୁ ଏବେବି ଚଢାଉ ଜାରି ରହିଛି | ତେବେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.