ରାଜଧାନୀ ସାଲିଆସାହିରୁ ବ୍ୟାପକ ପରିମାଣର ଦେଶୀ ମଦ ଜବତ ; ୮ ଜଣ ଗିରଫ
11/09/2018 at 1:34 PM

ଭୁବନେଶ୍ୱର ୧୧/୯ : ରାଜଧାନୀ ଭୁବନେଶ୍ୱରର ସାଲିଆ ସାହିର ନୟାଗଡ଼ସାହିରେ ଆଜି ଅବକାରୀ ବିଭାଗ ଚଢ଼ାଉ କରିଛି | ଚଢ଼ାଉ କରି ବ୍ୟାପକ ପରିମାଣର ଦେଶୀ ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗର ଫ୍ଲାୟିଙ୍ଗ ସ୍କ୍ୱାର୍ଡ | ଶହ ଶହ ଟାଣ ମହୁଲ, ପିଡିଆ ଓ ୟୁରିଆକୁ ନଷ୍ଟ କରିଛି ଅବକାରୀ ବିଭାଗ | ଘଟଣାରେ ୮ ଜଣ ଗିରଫ ମଧ୍ୟ ହୋଇଛନ୍ତି | ଅନେକ ଦିନ ଧରି ଏହି ସ୍ଥାନରେ ଦେଶୀ ମଦ ତିଆରି ହେଉଥିଲା, ଯାହାକୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା |
Related Posts
ବୁଢିପଦା ଗାଁରେ ବନ ବିଭାଗର ଚଢାଉ, ବାଘଛାଲ ଜବତ
20 May 2022