Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ଶ୍ରୀଲଙ୍କାରେ ଖନନ ସମୟରେ ମିଳିଲା ହନୁମାନଙ୍କ ବିଶାଳକାୟ ଗଦା : ଓଜନ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

3/10/2019 at 2:12 PM

ହନୁମାନଙ୍କୁ ଶ୍ରୀରାମଙ୍କ ପରମ ଭକ୍ତ ବୋଲି କୁହାଯାଇଥାଏ। ହନୁମାନ ମାତା ଅଞ୍ଜନା ଏବଂ ପବନ ଦେବତାଙ୍କ ପୁଅ। କିଛି ଦିନ ତଳେ ହନୁମାନଙ୍କ ଗଦା ଖନନ ସମୟରେ ମିଳିଥିଲା। ଏହି ଗଦାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆସନ୍ତୁ ଜାଣିବା ଏହି ଗଦା ବିଷୟରେ

ଏହି ଗଦାର ଓଜନ ପାଖାପାଖି ୧୦୦୦କିଲୋଠୁ ମଧ୍ୟ ଅଧିକ। ଏହି ଗଦା ସମ୍ପୂର୍ଣ୍ଣ ସୁନାରେ ତିଆରି। ଏହି ଖବର ଇଣ୍ଟରନେଟ ଏବଂ ସୋଶିଆଲ ମିଡିଆ​‌ରେ ଭାଇରାଲ ହେଉଛି। ଶ୍ରୀଲଙ୍କାରେ ଖନନ ସମୟରେ ହନୁମାନଙ୍କ ଗଦା ମିଳିଛି। କିଛି ଦିନ ତଳେ ଭାରତର ଆନ୍ତର୍ଜାତୀୟ ରାମାୟଣ ରିସର୍ଚ୍ଚ ସେଣ୍ଟରରେ ଏହା ବିଷୟରେ ଜଣା ପଡ଼ିଥିଲା ଯେ ଶ୍ରୀଲଙ୍କାରେ ରାମାୟଣ କାଳ ସହ ଜଡ଼ିତ କିଛି ଅବଶେଷ ମାଟିରୁ ମିଳିଛି।

ରାମାୟଣ ରିସର୍ଚ୍ଚ ଟିମ୍ ଶ୍ରୀଲଙ୍କାରେ ଭିନ୍ନ ଭିନ୍ନ ସ୍ଥାନରେ ଖନନ କରି ରାମାୟଣ କାଳ ସହ ଜଡ଼ିତ ଅବଶେଷ ବିଷୟରେ ପତ୍ତା ଲଗାଉଛି। ରାମାୟଣ ରିସର୍ଚ୍ଚ ଟିମକୁ ଶ୍ରୀଲଙ୍କାରେ ଏବେ ଯାଏଁ ୫୦ରୁ ଅଧିକ ଅବଶେଷ ମିଳି ସାରିଛି।

   Related Posts