Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆସୁଛି ବାତ୍ୟା, ସମୁଦ୍ର ଉପକୂଳରେ ପୁଳା ପୁଳା ମାଛ, ଥରକେ ଜାଲରେ ପଡୁଛନ୍ତି ୧୫ରୁ ୨୦ କ୍ୱିଣ୍ଟାଲ୍‌

2/12/2021 at 10:15 PM

ଖୋର୍ଦ୍ଧା, ୦୨/୧୨: ବାତ୍ୟା ଜୱାଦ ପୂର୍ବରୁ ସମୁଦ୍ରରେ ମସ୍ୟଜୀବୀ ମାନଙ୍କ ଜାଲରେ କୁଇଣ୍ଟାଲ କୁଇଣ୍ଟାଲ କାବଲା ମାଛ ଲାଗିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କ ଜାଲରେ ୧୫ରୁ ୨୦ କ୍ୱିଣ୍ଟାଲ ମାଛ ଲାଗିଥିବା ଜଣାପଡିଛି । ବାତ୍ୟା ଆସୁଥିବାରୁ ଏହି ମାଛ ଲାଗିଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ନବା, ଫତେପୁରୁ ,ଉଦୟଗିରି, ପିଟିସାଳ ଗାଁ ପାଖ ସମୂଦ୍ର କୂଳରେ । ଗୋଟିଏ ଦିନରେ ଏତେ ପରିମାଣର କାବଲା ମାଛ ଦେଖି ଖୁସି ହୋଇଯାଇଛନ୍ତି ମତ୍ସ୍ୟଜୀବୀ । ଏହା ଲକ୍ଷାଧିକ ଟଙ୍କା ହେବ ବୋଲି କହିଛନ୍ତି ମସ୍ୟଜୀବୀ । ଜାଲରେ ପ୍ରବଳ ମାଛ ଲାଗିଥିବାରୁ ସେମାନଙ୍କ ମନରେ ଖୁସିରେ ଲହରୀ ଦେଖିବାକୁ ମିଳିଛି ।

   Related Posts