ସମୁଦ୍ର ବେଳାଭୂମିରୁ ବିଶାଳକାୟ ମୃତ ତିମି ଉଦ୍ଧାର

Published By : Prameya-News7 Bureau | June 30, 2020 IST

ଜଳେଶ୍ବର୩୦/୬: ସମୁଦ୍ର ବେଳାଭୂମିରୁ ବିଶାଳକାୟ ମୃତ ତିମି ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ମେଦିନିପୁର ଜିଲ୍ଲାର ମନ୍ଦାରମଣୀ ସମୁଦ୍ର କୂଳରେରେ ମତ୍ସ୍ୟଜୀବୀମାନେ ଏହି ମାଛକୁ ଦେଖିଥିଲେ। ଏହି ତିମି ମାଛର ଲମ୍ବ ପ୍ରାୟ ୪୫ ଫୁଟ ହୋଇଥିବା ବେଳେ ଚଉଡ଼ା ୧୦ ଫୁଟ। ଏହାର ଓଜନ ପ୍ରାୟ ୧୮ ଟନ ହେବ। ପଶ୍ଚିମବଙ୍ଗ ବନ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ଏହି ପ୍ରଜାତିର ତିମି ମାଛ ବିରଳ ହୋଇଥିବାରୁ ଏହାକୁ ମିଉଜିଓମ୍‌ରେ ରଖା ଯିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.