Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ରାଉରକେଲା କଲୁଙ୍ଗାରୁ ବ୍ୟାପକ ପରିମାଣର ବିସ୍ଫୋରକ ଜବତ ; ୪ ଗିରଫ

29/06/2019 at 6:35 PM

ରାଉରକେଲା ୨୯/୬ : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୋଲିସ କଲୁଙ୍ଗା ଶିଳ୍ପାଞ୍ଚଳ ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୪୮୦୦ ଟି ଇଲେକରାଣୀଙ୍କ ଦିଟୋନେଟର, ୨୭୦୦ ଟି ସୁପର ଜେଲ ନାଇନଟି, ୧୭ ପାକେଟ ଏମୋନିୟମ ନାଇଟ୍ରେଟ ଜବତ ହୋଇଛି । ଓଡି-୧୪ କେ. ୨୮୯୮ ନମ୍ବର ବୋଲେରୋ ଗାଡିରେ ଏହି ବିସ୍ଫୋରକ ବୋଝେଇ ହୋଇ ଆସିଥିବାବେଳେ କଲୁଙ୍ଗା ଶିଳ୍ପାଞ୍ଚଳରୁ ବ୍ରାହ୍ମଣୀ ତରଙ୍ଗ ପୋଲିସ ଏହାକୁ ଜବତ କରିଥିଲା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ପାନପୋଷର ସୁରଜ ସାହୁ, କଲୁଙ୍ଗାର ମାଧବ ପତ୍ର, ଅନିଲ ଠାକୁର ଓ ଚି଼କାଟାମାଟିର ପ୍ରବୀଣ ଟପୋ । ପଥର କ୍ୟାରୀ ମାଫିଆମାନଙ୍କୁ ଏହି ବିସ୍ଫୋରକ ସପ୍ଲାଏ ହେଉଥିବା ପୋଲିସ ସନ୍ଦେହ କରୁଛି । 

   Related Posts