Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଲକଡାଉନ୍ ବେଳେ HRDର ବଡ଼ ନିଷ୍ପତ୍ତି : ସମସ୍ତ ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଅନଲାଇନ୍ ଶିକ୍ଷା ପାଇଁ IITକୁ ନିର୍ଦ୍ଦେଶ

3/04/2020 at 10:20 AM

ନୂଆଦିଲ୍ଲୀ ୩/୪: କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବୁଧବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(IIT) ର ନିର୍ଦେଶକଙ୍କ ସହ ବୈଠକ କରିଥିଲେ।  ଏଚଆରଡି ମନ୍ତ୍ରୀ ଆଇଆଇଟିକୁ ଅନଲାଇନ୍ ଶିକ୍ଷା ପାଇଁ ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ପ୍ରଶିକ୍ଷିତ କରିବାକୁ କହିଛି।

କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଦେଶର ଅଧିକାଂଶ ଅନୁଷ୍ଠାନ ଅନଲାଇନ୍ ଶିକ୍ଷା ଉପରେ ଜୋର ଦେଉଛନ୍ତି। ମାନବ ସଂସାଧନ ମନ୍ତ୍ରୀ କହିଛନ୍ତି ଯେ ଏହି ସମୟର ଉପଯୋଗ ଅନଲାଇନ୍ ଶିକ୍ଷାକୁ ଗୁରୁତ୍ବ ଦେବା ପାଇଁ କରାଯାଇ ପାରିବ।

ଅନୁଷ୍ଠାନକୁ ଏଚଆରଡିର ଅନଲାଇନ୍ ପୋର୍ଟାଲ୍ – SWAYAM ଉପରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଆବଶ୍ୟକ। ସେମାନେ ଅନଲାଇନ୍ ପାଠ୍ୟକ୍ରମ ଶିକ୍ଷା ପାଇଁ ପ୍ରୋଗ୍ରାମ୍ ପ୍ରସ୍ତୁତ କରୁଥିବା ଛାତ୍ରଙ୍କୁ କ୍ରେଡିଟ୍ ଦେବା ପାଇଁ ଏକ ସିଷ୍ଟମ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ IITକୁ କ୍ରେଡିଟ୍ ଟ୍ରାନ୍ସଫର ମେକାନିଜମ୍ ପାଇଁ କାମ କରିବାର ଅଛି।

ଲକଡାଉନ୍ ଘୋଷଣା କରିବାର ସପ୍ତାହେ ମଧ୍ୟରେ SWAYAM ଆପର ଚାହିଦା ବଢ଼ି ଯାଇଛି। ଦେଶରେ ଲକଡାଉନ୍ ପାଇଁ ଅପ୍ରେଲ୍ ୧୪ତାରିଖ ଯାଏଁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରି ଦିଆଯାଇଛି।

   Related Posts