Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଗୋଟିଏ ମୋବାଇଲ୍‌ରେ ଦୁଇଟି ହ୍ୱାଟ୍ସଅପ୍ ଚଲାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ତରିକା

20/07/2020 at 2:42 PM

ନୂଆଦିଲ୍ଲୀ ୨୦/୦୭ : ଆପଣ ଗୋଟିଏ ମୋବାଇଲରେ ଦୁଇଟି ହ୍ୱାଟ୍ସଅପ୍ ନମ୍ବର ଚଲାଇବାକୁ ଚାହୁଁଛନ୍ତି କି ତାହେଲେ ଜାଣନ୍ତୁ କିଭଳି ଗୋଟିଏ ମୋବାଇଲରେ ଦୁଇଟି ନମ୍ବରରେ ହ୍ୱାଟ୍ସଅପ୍ ଚଲାଇବେ | ଆଜିକାଲି ସ୍ମାର୍ଟଫୋନରେ ଆପ୍ କ୍ଲିନିଙ୍ଗ୍ ଫିଚର୍ ରହିଛି | ଆପ କ୍ଲିନିଙ୍ଗ୍ ଫିଚର୍ ଜରିଆରେ ଆପଣ ଯେକୌଣସି ଆପକୁ କ୍ଲୋନ୍ କରି ହ୍ୱାଟ୍ସଅପ୍ ବ୍ୟବହାର କରିପାରିବେ | ଗୋଟିଏ ମୋବାଇଲରେ ଦୁଇଟି ହ୍ୱାଟ୍ସଅପ୍ କିଭଳି ଚଲାଇବେ ଜାଣନ୍ତୁ ପୁରା ପ୍ରୋସେସ୍ |

୧. ପ୍ରଥମେ ମୋବାଇଲ ସେଟିଙ୍ଗକୁ ଯାଆନ୍ତୁ |

୨. ତଳକୁ ଗଲେ ଆପଣଙ୍କୁ ଆପ୍ କ୍ଲୋନର ଫିଚର୍ ଦେଖାଦେବ | ତା ଉପରେ କ୍ଲିକ୍ କରନ୍ତୁ |

୩. ଏହାପରେ ଆପଣକୁ ଆପଣଙ୍କ ଫୋନରେ ଥିବା ଆପ ତାଲିକା ଦେଖାଦେବ | ସେଠାରେ ହ୍ୱାଟ୍ସଅପରେ କ୍ଲିକ୍ କରନ୍ତୁ |

୪. ହ୍ୱାଟ୍ସଅପରେ କ୍ଲିକ୍ କଲାପରେ ଆପଣଙ୍କୁ କ୍ଲୋନ୍ ଆପ୍ ଅପ୍‌ସନ୍ ଦେଖାଦେବ | ଏହାକୁ ଅନ୍ କରନ୍ତୁ | ଏହାପରେ ଆପଣଙ୍କ ହ୍ୱାଟ୍ସଅପରେ କ୍ଲୋନ୍ ରେଡି ହୋଇଯିବ |

୫. ଏହାପରେ ମେନ୍ୟୁରେ ହ୍ୱାଟ୍ସଅପର ଆଉ ଏକ ଆଇକନ୍ କ୍ଲୋନ୍ ନାଁରେ ଦେଖାଦେବ | ଏହା ଉପରେ ଆପଣ ନୂଆ ନମ୍ବର ରେଜିଷ୍ଟର କରି ଦୁଇଟି ହ୍ୱାଟ୍ସଅପ୍ ବ୍ୟବହାର କରିପାରିବେ | 

   Related Posts