ଜାଣିବାକୁ ଚାହୁଁଛନ୍ତି କି, ଆପଣଙ୍କ ପାର୍ଟନର ହ୍ବାଟସଆପରେ କାହା ସହ ବେଶି କଥା ହେଉଛନ୍ତି ….

Published By : Prameya-News7 Bureau | September 08, 2019 IST

ସନ୍ଦେହ ଏଭଳି ଏକ ମାରାତ୍ମକ ବେମାରୀ,ଯାହା କୌଣସି ବି ଭଲ ସଂପର୍କରେ ଫାଟ ସୃଷ୍ଟି କରିପାରେ । ଯଦି ଆପଣଙ୍କୁ ସନ୍ଦେହ ହେଉଛି କି ଆପଣଙ୍କ ପାର୍ଟନର ଆପଣଙ୍କ  ଛଡା ଅନ୍ୟ କାହା ସହ ହ୍ବାଟସଆପରେ  ଚାର୍ଟିଂ କରୁଛନ୍ତି ତେବେ ଏହି ଉପାୟରେ ଆପଣ ତାର ପତ୍ତା ଲଗାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ ଫଲୋ କରିବାକୁ ପଡିବ । ଯାହା ସଂପର୍କରେ ଆମେ ନିମ୍ନରେ ଲେଖିଛୁ...

wp:list
  • ସର୍ବପ୍ରଥମେ ଆପଣ ହ୍ବାଟସଆପ ଓପନ କରିବାକୁ ହେବ ।
/wp:list wp:list
  • ଏହାପରେ ହ୍ବାଟସଆପ ପେଜର ଠିକ୍ ଡାହାଣ ପାର୍ଶ୍ବରେ ନଜର ଆସୁଥିବା ତିନୋଟି ଡଟ୍ ଉପରେ କ୍ଲିକ୍ କରନ୍ତୁ ।
/wp:list wp:list
  • ଏହାପରେ ସେଟିଂକୁ ଯାଆନ୍ତୁ,  ଏବେ ଷ୍ଟୋରେଜ ଏବଂ ଡାଟା ଉପରେ କ୍ଲିକ୍ କରନ୍ତୁ ।
/wp:list wp:list
  • ତେବେ ଏହା ଉପରେ କ୍ଲିକ୍ କରିବା ମାତ୍ରକେ ଆପଣଙ୍କୁ ଏଠାରେ ସେହି ସବୁ ଗ୍ରୁପ ତଥା ହ୍ବାଟସଆପ ୟୁଜର୍ସଙ୍କର ତାଲିକା ନଜର ଆସିବ, ଯେଉଁମାନଙ୍କ ସହ ଆପଣଙ୍କ ପାର୍ଟନର  ସବୁଠୁ ବେଶି କଥା ବା ଚାର୍ଟିଂ କରିଥିବେ ।
/wp:list wp:list
  • ଏବେ କୌଣସି ବି ଗ୍ରୁପ ତଥା ୟୁଜରର ଅପସନରେ କ୍ଲିକ୍ କରନ୍ତୁ । ଏଠାରେ ଆପଣ କରିଥିବା ଟେକ୍ସଟ, ଷ୍ଟିକର, ଫଟୋ, ଭିଡିଓ ଏବଂ ବାକି ସବୁ କଣ୍ଟେଣ୍ଟ ନଜର ଆସିବ । ଏଭଳି ଭାବରେ ଆପଣ ଜାଣିପାରିବେ କି ଆପଣଙ୍କ ପାର୍ଟନର କାହା ସହ ହ୍ବାଟସଆପରେ ବେଶି କଥା ହେଉଛନ୍ତି । 
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.