Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ଜାଣିବାକୁ ଚାହୁଁଛନ୍ତି କି, ଆପଣଙ୍କ ପାର୍ଟନର ହ୍ବାଟସଆପରେ କାହା ସହ ବେଶି କଥା ହେଉଛନ୍ତି ….

8/09/2019 at 4:19 PM

ସନ୍ଦେହ ଏଭଳି ଏକ ମାରାତ୍ମକ ବେମାରୀ,ଯାହା କୌଣସି ବି ଭଲ ସଂପର୍କରେ ଫାଟ ସୃଷ୍ଟି କରିପାରେ । ଯଦି ଆପଣଙ୍କୁ ସନ୍ଦେହ ହେଉଛି କି ଆପଣଙ୍କ ପାର୍ଟନର ଆପଣଙ୍କ  ଛଡା ଅନ୍ୟ କାହା ସହ ହ୍ବାଟସଆପରେ  ଚାର୍ଟିଂ କରୁଛନ୍ତି ତେବେ ଏହି ଉପାୟରେ ଆପଣ ତାର ପତ୍ତା ଲଗାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ ଫଲୋ କରିବାକୁ ପଡିବ । ଯାହା ସଂପର୍କରେ ଆମେ ନିମ୍ନରେ ଲେଖିଛୁ…

  • ସର୍ବପ୍ରଥମେ ଆପଣ ହ୍ବାଟସଆପ ଓପନ କରିବାକୁ ହେବ ।
  • ଏହାପରେ ହ୍ବାଟସଆପ ପେଜର ଠିକ୍ ଡାହାଣ ପାର୍ଶ୍ବରେ ନଜର ଆସୁଥିବା ତିନୋଟି ଡଟ୍ ଉପରେ କ୍ଲିକ୍ କରନ୍ତୁ ।
  • ଏହାପରେ ସେଟିଂକୁ ଯାଆନ୍ତୁ,  ଏବେ ଷ୍ଟୋରେଜ ଏବଂ ଡାଟା ଉପରେ କ୍ଲିକ୍ କରନ୍ତୁ ।
  • ତେବେ ଏହା ଉପରେ କ୍ଲିକ୍ କରିବା ମାତ୍ରକେ ଆପଣଙ୍କୁ ଏଠାରେ ସେହି ସବୁ ଗ୍ରୁପ ତଥା ହ୍ବାଟସଆପ ୟୁଜର୍ସଙ୍କର ତାଲିକା ନଜର ଆସିବ, ଯେଉଁମାନଙ୍କ ସହ ଆପଣଙ୍କ ପାର୍ଟନର  ସବୁଠୁ ବେଶି କଥା ବା ଚାର୍ଟିଂ କରିଥିବେ ।
  • ଏବେ କୌଣସି ବି ଗ୍ରୁପ ତଥା ୟୁଜରର ଅପସନରେ କ୍ଲିକ୍ କରନ୍ତୁ । ଏଠାରେ ଆପଣ କରିଥିବା ଟେକ୍ସଟ, ଷ୍ଟିକର, ଫଟୋ, ଭିଡିଓ ଏବଂ ବାକି ସବୁ କଣ୍ଟେଣ୍ଟ ନଜର ଆସିବ । ଏଭଳି ଭାବରେ ଆପଣ ଜାଣିପାରିବେ କି ଆପଣଙ୍କ ପାର୍ଟନର କାହା ସହ ହ୍ବାଟସଆପରେ ବେଶି କଥା ହେଉଛନ୍ତି । 

   Related Posts