Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ବିବାହ ପାଇଁ ହେଲିକପ୍ଟର ବୁକ୍ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଲାଗିବ କେତେ ଟଙ୍କା

13/11/2019 at 12:56 PM

ଅଧିକାଂଶ ଲୋକେ ସ୍ବପ୍ନ ଦେଖିଥାଆନ୍ତି ଯେ ତାଙ୍କର ବିବାହ ମଧ୍ୟ ରାଜା ମହାରାଜାଙ୍କ ଭଳି ହେବ । ଆଜିକାଲି ପ୍ରାୟ ଲୋକେ ନିଜ ବିବାହରେ ହେଲିକପ୍ଟର ବୁକିଙ୍ଗ କରୁଛନ୍ତି। ଯଦି ଆପଣ ମଧ୍ୟ ନିଜ ବିବାହରେ ହେଲିକପ୍ଟର ବୁକ୍ କରିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ଏଥିପାଇଁ କେତେ ଖର୍ଚ୍ଚ ହେବ।

ଯଦି ଆପଣ ବି ବିବାହରେ ରାଜା ମହାରାଜାଙ୍କ ଭଳି ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏବଂ ହେଲିକପ୍ଟର ବୁକ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୬୫୦୦୦ଠୁ ୩,୭୫୦୦୦ଟଙ୍କା ପ୍ରତି ଘଣ୍ଟା ହିସାବକୁ ଦେବାକୁ ପଡ଼ିବ। ଏବେ ଆପଣ ଚିନ୍ତା କରୁଥିବେ ଯେ ମୂଲ୍ୟରେ ଏତେ ବ୍ୟବଧାନ କାହିଁକି ରହିଛି।

ଯଦି ଆପଣ ଛୋଟ ହେଲିକପ୍ଟର ବୁକ୍ କରୁଛନ୍ତି ଯେଉଁଥିରେ ମାତ୍ର ୨ଜଣ ବସି ପାରିବେ ତେବେ ଆପଣଙ୍କୁ ପ୍ରତି ଘଣ୍ଟା ହିସାବରେ ୬୫୦୦୦ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ବଡ଼ ହେଲିକପ୍ଟର ବୁକ୍ କରିବାକୁ ଚାହୁଁଛନ୍ତି ଯେଉଁଥିରେ ୮ରୁ ୧୦ଜଣ ଲୋକ ବସି ପାରିବେ,ସେଥିପାଇଁ ଆପଣଙ୍କୁ ୩ଲକ୍ଷ ୭୫୦୦୦ଟଙ୍କା ପ୍ରତି ଘଣ୍ଟା ହିସାବରେ ଦେବାକୁ ପଡ଼ିବ।

   Related Posts