Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରତୀୟ ରେଳ ଇଞ୍ଜିନର ମୂଲ୍ୟ ଆପଣ ଜାଣିଛନ୍ତି କି : ତେବେ ପଢ଼ନ୍ତୁ

21/01/2019 at 11:14 AM

ଆପଣ ତ ଜାଣିଥିବେ ଭାରତୀୟ ରେଳରେ ୨ପ୍ରକାରର ଲୋକୋମୋଟିଭ ପ୍ରୟୋଗ କରାଯାଇଥାଏ। ଏଗୁଡ଼ିକ ହେଉଛି ଇଲେକ୍ଟ୍ରିଭ ଲୋକୋମୋଟିଭ ଏବଂ ଡିଜେଲ୍ ଲୋକୋମୋଟିଭ।

ଇଲେକ୍ଟ୍ରିଭ ଲୋକୋମୋଟିଭ: ବର୍ତ୍ତମାନ ସମୟରେ ଯାତ୍ରୀବାହୀ ଟ୍ରେନରେ ପ୍ରମୁଖ ଇଲେକ୍ଟ୍ରିଭ ଲୋକୋମୋଟିଭ ଡବ୍ଲ୍ୟୁଏପି -୪,ଡବ୍ଲୁଏପି-୫ ଏବଂ ଡବ୍ଲ୍ୟୁଏପି-୭ ଏବଂ ଫ୍ରେଟ୍ ସେଗମେଣ୍ଟରେ ଡବ୍ଲ୍ୟୁଏପି-୯ ଏବଂ ଡବ୍ଲ୍ୟୁଏପି -୯ ଏଚ୍ ଆଦି ଭଳି ଅନ୍ୟ ଲୋକୋମୋଟିଭକୁ ନେଇଯିବା ଅବସ୍ଥାରେ ରହିଛି କାରଣ ଏଥିରେ ନୂତନ ଡବ୍ଲ୍ୟୁଏଜି-୭କୁ ୨୦୧୫ରେ ଉତ୍ପାଦନରୁ ବାହାର କରି ଦିଆଯାଇଛି। କିନ୍ତୁ ତଥାପି ଏହା ୩ବର୍ଷ ଯାଏଁ ସେବାରେ ଅଛି। ଡବ୍ଲୁଏପି-୫ ଲୋକୋମୋଟିଭର ମୂଲ୍ୟ ପାଖାପାଖି ୩୫କୋଟି ଟଙ୍କା।

ଡବ୍ଲ୍ୟୁଏଜି -୯: ଡବ୍ଲ୍ୟୁଏଜି -୯କୁ ଆମଦାନୀ କରିବାକୁ ଭାରତୀୟ ରେଲଓ୍ବେକୁ ୩୫କୋଟି ଟଙ୍କା ଦେବାକୁ ପଡ଼ିଥାଏ। ସିଏଲଡବ୍ଲ୍ୟୁକୁ ଭାରତକୁ ଉତ୍ପାଦିତ କରିବାକୁ ୧୩.୫କୋଟିରୁ ୧୫କୋଟି ଟଙ୍କା ପଡ଼ିଥାଏ।

ଡିଜେଲ୍ ଲୋକୋମୋଟିଭ୍: ଭାରତୀୟ ଜିଇ ଲୋକୋମୋଟିଭକୁ ଉତ୍ପାଦିତ କରିବାକୁ ରେଲଓ୍ବେକୁ ୧୪.୬୫୬କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

ଡବ୍ଲ୍ୟୁଡିପି-୪: ଏହା ରେଲଓ୍ବେର ସବୁଠୁ ଲୋକପ୍ରିୟ ଲୋକୋମୋଟିଭ୍ ଭାବେ ଜଣାଯାଏ। ଏହି ଇଞ୍ଜିନକୁ ପ୍ରସ୍ତୁତ କରିବାକୁ ରେଲଓ୍ବେକୁ ୧୪କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

   Related Posts