Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

କେତେ ମେଗା ପିକ୍ସେଲ୍ ହୋଇଥାଏ ମନୁଷ୍ୟର ଆଖି ଜାଣନ୍ତୁ

26/11/2019 at 5:29 PM

ଆପଣ କ୍ୟାମେରା ଏବଂ ମୋବାଇଲ୍ ଫୋନର କ୍ୟାମେରା ବିଷୟରେ ତ ଶୁଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ମନୁଷ୍ୟଙ୍କ ଆଖି କେତେ ମେଗା ପିକ୍ସେଲର ହୋଇଥାଏ। ଆମେ କେତେ ଦୂର ଯାଏଁ ଦେଖିପାରିବାବ ଆଜି ଆମେ ବିଜ୍ଞାନ ଅନୁସାରେ ଏହା ଜାଣିବା ଯେ ମନୁଷ୍ୟଙ୍କ ଆଖି କେତେ ମେଗାପିକ୍ସେଲ୍ ହୋଇଥାଏ ।

ମନୁଷ୍ୟର ଦୁଇଟି ଆଖି ମିଶି ଚତୁର୍ଦ୍ଦିଗର ଦୃଶ୍ୟର ଛବି ମସ୍ତିଷ୍କକୁ ପହଞ୍ଚାଇଥାଏ ଏବଂ ଏହା ସବୁ ମିଶାଇ ଏକ ବହୁତ ବଡ଼ କ୍ଷେତ୍ରର ଛବି କରିଥାଏ। ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ଏକ ସାଧାରଣ ମନୁଷ୍ୟଙ୍କ ଆଖିରେ ୨୪ହଜାର ଗୁଣ ଅର୍ଥାତ୍ ୨୪ହଜାର ପିକ୍ସେଲ୍ ହୋଇଥାଏ ଯାହା ୫୭୬ମେଗାପିକ୍ସେଲ୍ ସହ ସମାନ ହୋଇଥାଏ। ଏହା ଦ୍ବାରା ଆପଣ ଅନୁମାନ ଲଗାଇ ପାରିବେ ଯେ ମନୁଷ୍ୟର ଆଖି କେତେ ଦୂର ଯାଏଁ ବସ୍ତୁକୁ ଦେଖି ପାରିବ।

ବୈଜ୍ଞାନିକଙ୍କ କହିବା ଅନୁସାରେ ଯେତେବେଳେ ଆଲୋକ କୌଣସି ଜିନିଷ ସହ ଧକ୍କା ହୋଇ ଆମ ଆଖିର ରେଟିନା ଉପରେ ପଡ଼ିଥାଏ ସେତେବେଳେ ଏହି ଜିନିଷର ପ୍ରତିବିମ୍ବ ଆଖିର ରେଟିନା ଉପରେ ସୃଷ୍ଟି ହୋଇଥାଏ। ରେଟିନା ଉପରେ ସୃଷ୍ଟି ହେଉଥିବା ପ୍ରତିବିମ୍ବ ସମ୍ବେଦନା ଦ୍ବାରା ଆମ ମସ୍ତିଷ୍କକୁ ପହଞ୍ଚାଇଥାଏ। ଯାହା ଫଳରେ ଆମେ ଯେକୌଣସି ଜିନିଷ ଦେଖି ପାରିଥାଉ ଏବଂ ମନ୍ତିଷ୍କ ସେହି ଜିନିଷକୁ ଦେଖିବାର ଅନୁଭବ କରିଥାଏ।

ଆଖିର କାର୍ଯ୍ୟପ୍ରଣାଳୀକୁ ଦେଖି ବୈଜ୍ଞାନିକମାନେ କ୍ୟାମେରାର ଆବିଷ୍କାର କରିଥିଲେ। ମନୁଷ୍ୟର ଆଖି ଯେପରି କାମ କରିଥାଏ କ୍ୟାମେରା ମଧ୍ୟ ଠିକ୍ ସେହିପରି କାମ କରିଥାଏ।

   Related Posts