Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜାଣନ୍ତୁ ଦୁନିଆରେ କାହା ପାଖରେ କେତେ ଅଛି ପରମାଣୁ ବୋମା

29/08/2019 at 5:13 PM

ନୂଆଦିଲ୍ଲୀ – ଏବେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଏହା ପରମାଣୁ ଯୁଦ୍ଧ ହେବ ବୋଲି ଅନେକ ଆଶଙ୍କା କରିଛନ୍ତି । ବେ ଦୁନିଆର ଅନେକ ଦେଶଙ୍କ ନିକଟରେ ପରମାଣୁ ଅସ୍ତ୍ର ରହିଛି। ଋଷ୍‌ ଓ ଆମେରିକା ପାଖରେ ସର୍ବାଧିକ ପରମାଣୁ ଅସ୍ତ୍ର ରହିଛି।

ଋଷ୍‌ ପାଖରେ ୬୫୦୦ ଟି ପରମାଣୁ ଅସ୍ତ୍ର ରହିଛି । ଆମେରିକାର ନିକଟରେ ୬,୧୮୫ ଟି ପରମାଣୁ ଅସ୍ତ୍ର ଅଛି। ଫ୍ରାନସ୍‌ ନିକଟରେ ୩୦୦ ଟି ଚୀନ୍‌ ପାଖରେ ୨୯୦ ବ୍ରିଟେନ୍‌ ପାଖରେ ୨୧୫ , ଇସ୍ରାଏଲ୍‌ ନିକଟରେ ୮୦ , ପାକିସ୍ତାନ ପାଖରେ ୧୪୦-୧୫୦ , ଭାରତ ପାଖରେ ୧୩୦-୧୪୦ ଉତ୍ତରକୋରିଆ ପାଖରେ ୨୦-୩୦ ଟି ପରମାଣୁ ଅସ୍ତ୍ର ରହିଛି ।


ଆମେରିକାର- ୬,୧୮୫
ଫ୍ରାନସ୍‌ – ୩୦୦
ଚୀନ୍‌ -୨୯୦
ବ୍ରିଟେନ୍‌ – ୨୧୫
ଇସ୍ରାଏଲ୍‌ – ୮୦
ପାକିସ୍ତାନ – ୧୪୦-୧୫୦
ଭାରତ – ୧୩୦-୧୪୦
ଉତ୍ତରକୋରିଆ – ୨୦-୩୦
ପରମାଣୁ ଅସ୍ତ୍ର ରହିଛି ।
ନ୍ୟୁଜ ସୋର୍ସ ଏଫ୍ଏଏସ୍‌

ଏଫ୍ଏଏସ୍‌ ଅନୁସାରେ ୩,୬୦୦ ଆଣବିକ ବୋମାକୁ କ୍ଷେପଣାସ୍ତ୍ର ସହ ଲଗାଯାଇ ପ୍ରସ୍ତୁତ କରି ରଖାଯାଇଛି ।ଏହା ସେନାବାହିନୀର ନିୟନ୍ତ୍ରଣରେ ରହିଛି । ଏମାନଙ୍କ ମଧ୍ୟର ୧୮୦୦ଟି ଆଣବିକ ବୋମାକୁ ଆଲର୍ଟ ମୋଡରେ ରଖାଯାଇଛି । ଋଷ୍‌ ୧୬୦୦ ପରମାଣୁ ବୋମାକୁ ବିଭିନ୍ନ ସ୍ଥାନରେ ମୁତୟନ କରିଛି । ଆମେରିକା ବି ବହୁ ସଂଖ୍ୟାରେ ପରମାଣୁ ବୋମା ମୁତୟନ କରିଛି । ଫ୍ରାନ୍ସ ୨୮୦ ଓ ବ୍ରିଟେନ୍‌ ୧୨୦ ଟି ପରମାଣୁ ବୋମାକୁ ମୁତୟନ କରିଛି ।

   Related Posts