Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଗ କାଳରେ ରାଜାମାନେ ନିଜର ୨୦୦ରାଣୀଙ୍କୁ କିପରି କରାଉଥିଲେ ଖୁସି : ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ,ଖାଉଥିଲେ ଏସବୁ ଜିନିଷ

ଆଗ କାଳରେ ରାଜା,ମହାରାଜାମାନେ ଏପରି ଖାଦ୍ୟ ଖାଉଥିଲେ ଯାହା ଫଳରେ ରାଣୀମାନେ ଖୁସି ହୋଇଯାଉଥିଲେ। ତେବେ ଆସନ୍ତୁ ଆଜି ଆମେ ଜାଣିବା ପୁରାତନ କାଳରେ ରାଜା,ମହାରାଜାଙ୍କ ଖାଦ୍ୟପେୟ ବିଷୟରେ

ଆଗ କାଳରେ ଜଣେ ରାଜାଙ୍କ ଅନେକ ରାଣୀ ଥିଲେ। ସେମାନଙ୍କୁ ଖୁସି ଏବଂ ସନ୍ତୁଷ୍ଟ କରିବା ପାଇଁ ରାଜାମାନେ ଜଡ଼ିବୁଟି ବ୍ୟବହାର କରୁଥିଲେ। ଏସବୁ ବ୍ୟବହାର କରିବା ଦ୍ବାରା ଶାରିରୀକ କ୍ଷମତା ଜବରଦସ୍ତ ବୃଦ୍ଧି ପାଇବ।

ପ୍ରାଚୀନ କାଳରେ ଜଣେ ରାଜା ୧୦୦ରୁ ଅଧିକ ରାଣୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଜିନିଷ ଖାଉଥିଲେ। ସେମାନେ ଆୟୁର୍ବେଦିକ ଔଷଧ ଖାଉଥିଲେ।

ରାଜାମାନେ ଜାଇଫଳ,ଅଶ୍ବଗନ୍ଧା,ଶିଲାଜିତ, ଧଳା ଚେର ଆଦି ଜିନିଷ ସେବନ କରୁଥିଲେ। ଏସବୁରେ ଖଣିଜ ଲବଣ ଏବଂ ଭିଟାମିନ୍ ପ୍ରଚୁର ମାତ୍ରାରେ ଥାଏ। ଫଳରେ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାର ଠିକ୍ ଭାବରେ ହୋଇଥାଏ। ଏହା ଟେଷ୍ଟୋଷ୍ଟିରନ ହର୍ମୋନ ପାଓ୍ବାରକୁ ମଜବୁତ କରିଥାଏ।

ଏସବୁ ଜିନିଷ ଯଦି ଆପଣ ପ୍ରତିଦିନ ବ୍ୟବହାର କରିବେ ତେବେ ଆପଣଙ୍କ ଶାରିରୀକ କ୍ଷମତା ବହୁତ ବଢ଼ିଯିବ। ଏହା ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା କରିବ ନାହିଁ। ଏହା ଦ୍ବାରା ଆପଣଙ୍କ ମାନସିକ ସ୍ଥିତି ଠିକ୍ ରହିବ।

ବଜାରରେ ଏହାର ପାଉଡର ଆପଣଙ୍କୁ ମିଳିଯିବ ଯାହା କିଣି ଆପଣ ନିଜର ଶାରିରୀକ କ୍ଷମତା ବଢ଼ାଇ ପାରିବେ। ଆପଣଙ୍କୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗରମ କ୍ଷୀରରେ ଏହି ପାଉଡରକୁ ମିଶାଇ ପିଇବାକୁ ପଡ଼ିବ।

ଏସବୁ ଜିନିଷ ସବୁବେଳେ ବ୍ୟବହାର କରିବା ଦ୍ବାରା ଆପଣ ବୃଦ୍ଧାବସ୍ଥାରେ ମଧ୍ୟ ଯୌନ କ୍ଷମତାକୁ ବୃଦ୍ଧି କରି ପାରିବେ। ଆପଣ ନିଜର ସଫଳ ବୈବାହିକ ଜୀବନର ମଜା ଲୁଟି ପାରିବେ।

   Related Posts