Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଅଗ୍ନିକାଣ୍ଡରେ ଜଳିଗଲା ୮ବଖରାରୁ ଅଧିକ ଘର

28/03/2019 at 8:05 AM

ଭଣ୍ଡାରିପୋଖରୀ ୨୮|୩ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା  ଆଖୁଆପଦା ଗାଁ ରେ ଅଗ୍ନିକାଣ୍ଡ ହୋଇଛି । ଦୁଇଟି ପରିବାରର ୮ ବଖରାରୁ ଅଧିକ ଘର ଜଳି ଭସ୍ମୀଭୂତ ହୋଇଯାଇଛି ।  ଗାଁର ସନତ ଜେନା ଓ ମହେଶ୍ୱର ଜେନାଙ୍କ ଘରୁ ନିଆଁ ଲାଗି ଭସ୍ମୀଭୂତ ହୋଇଛି  । ନିଆଁ ଝାସରେ ଘରୁ କୌଣସି ଆସବାବପତ୍ର ବାହାରକରିପାରିନଥିଲେ । ଘରେ ଥିବା ପ୍ରାୟ ୧୦୦ରୁ ଅଧିକ ଧାନ  ଭର୍ତ୍ତି ବସ୍ତା ସହ ନଗଦ ଟଙ୍କା ମଧ୍ୟ ଜଳି ଯାଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ଭଣ୍ଡାରୀପୋଖରୀ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।

   Related Posts