ଅଗ୍ନିକାଣ୍ଡରେ ଜଳିଗଲା ୪ଟି ପରିବାରର ୧୨ ବଖରାରୁ ଅଧିକ ଘର

Published By : Prameya-News7 Bureau | March 24, 2019 IST

ଭଦ୍ରକ ୨୪|୩ : ଭଦ୍ରକ ବନ୍ତ ବ୍ଲକ୍ ବୋଡ଼କପାଟଣା ଶାସନ ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ଟି ପରିବାରର ୧୨ ବଖରାରୁ ଅଧିକ ଘର ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ରୋଷେଇ ଚୁଲିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଆଗରପଡ଼ା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.