ବାଲିପାଟଣା କୁଳନ୍ତିରା ଗାଁରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୭ବଖରା ଘର

Published By : Prameya-News7 Bureau | December 31, 2018 IST

ବାଲିପାଟଣା ୩୧|୧୨: ବାଲିପାଟଣା କୁଳନ୍ତିରା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗାଁର ଗୁରୁ ଚରଣ ଦାସ, ଶ୍ରୀଚରଣ ଦାସ, ପ୍ରାଣକୃଷ୍ଣ ଦାସ ଏବଂ ସ୍ବପ୍ନ ଶରିତାଙ୍କର ୭ବଖରା ଘର ଜଳି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଲିପାଟଣା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.