Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ମାଲକାନଗିରି କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀରେ ବନ୍ୟା ; ଲୋକଙ୍କ ଘରଦ୍ବାର କ୍ଷତିଗ୍ରସ୍ତ

22/09/2018 at 12:21 PM

ମାଲକାନଗିରି ୨୨|୯: ମାଲକାନଗିରି ଜିଲ୍ଲା କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀରେ ଦେଖାଦେଇଛି ପ୍ରଳୟଙ୍କରୀ ବନ୍ୟା । ଫଳରେ ସ୍ତାନୀୟ ଅଞ୍ଚଳର ଶହ ଶହ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଅଧିକାଂଶ ଲୋକଙ୍କ ଘର ବନ୍ୟାରେ ଭାଙ୍ଗିଯାଇଛି । ଏହା ସହ ଘରର ଆସବାବପତ୍ର ମଧ୍ୟ ବନ୍ୟାରେ ଭାସିଯାଇଥିବା ବେଳେ ଗାଈଗୋରୁ ମଧ୍ୟ ଭାସି ଯାଇଛନ୍ତି । ବନ୍ୟା ବିପନ୍ନଙ୍କ ମୁଣ୍ଡ ଉପରେ ଏବେ ଛପର ନଥିବା ବେଳେ ଲୋକେ ଗଛ ମୂଳରେ ଆଶ୍ରୟ ନେଇଛନ୍ତି । ବନ୍ୟାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ମାତ୍ର ସେମାନଙ୍କୁ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସହାୟତା ମିଳିନାହିଁ । କେତେକ ସ୍ଥାନରେ ପ୍ରସାଶନ ରିଲିଫ୍ ଦେଇଛନ୍ତି ହେଲେ ଅନେକ ଲୋକ ବର୍ତ୍ତମାନ ସୁଦ୍ଧା ଭୋକ ଉପାସରେ ରହିଛନ୍ତି ।

   Related Posts