ଗୃହ କମିଟିର ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତ : ସ୍କୁଲ ଓ ଅଙ୍ଗନୱାଡିର ସ୍ଥିତି ଅନୁଧ୍ୟାନ
7/11/2019 at 1:14 PM

ପୁରୁଷୋତ୍ତମପୁର ୭।୧୧: ରାଜ୍ୟ ସରକାରଙ୍କ ଗୃହ କମିଟି ର 10 ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିଛନ୍ତି । ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ କମିଟି

ସୂଚନାଯୋଗ୍ୟ ଯେ, ଗୃହ କମିଟି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଗସ୍ତ କରିଛନ୍ତି । କମିଟିର ସଦସ୍ୟମାନେ ପ୍ରଥମେ ମା ତାରା ତାରିଣୀଙ୍କ ପୀଠରେ ଦର୍ଶନ କରିବେ । କୁମ୍ଭାରୀ ର ତିନୋଟି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବେ । ନରସିଂହ ଉଚ୍ଚବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱଂୟସିଧା କର୍ମୀମାନଙ୍କ ଦ୍ୱାରା ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବାରର କାର୍ଯ୍ୟକ୍ରମରେ ଯୋଗଦେବେ । ଶେଷରେ କାଇଠରା ସ୍ଥିତ କସ୍ତୁରିବା ଆଶ୍ରମ ବିଦ୍ୟଳୟ ର ପରିଦର୍ଶନ କରିବେ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021