ଭୁଶୁଡିଲା ୪ ମହଲା କୋଠାଘର, ୪ବର୍ଷର ଶିଶୁ ମୃତ

Published By : Prameya-News7 Bureau | October 16, 2019 IST

ପାଲଘର - ମହାରାଷ୍ଟ୍ରର ପାଲଘରରେ ଏକ କୋଠାଘର ଭୁଶୁଡି ପଡିଛି । ଏକ ୪ ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡିଛି। ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି ।

ପୁଲିସ ଓ ଅଗ୍ନିଶମ ବିଭାଗକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଆରମ୍ଭ କରିଛନ୍ତି । କ୍ଷୟକ୍ଷତି ସମ୍ପର୍କରେ କୌଣସି ଆଧିକାରୀକ ସୂଚନା ଆସି ନାହିଁ ।
ଗତମାସରେ ପାଲଘରର ଡୋଙ୍ଗରୀ ଅଞ୍ଚଳରେ ଅର୍ଦ୍ଧ ନିର୍ମିତି ଘରରର ସ୍ଲାବ ଖସି ପଡିଥିଲା । ଏଥିରେ ଜଣଙ୍କର ମୃତ୍ୟୁହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.