Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଜଗତସିଂହପୁର ବାଲିକୁଦା ତହସିଲ ଟାଇଂକୁଳ ଗାଁରେ ଅଗ୍ନିକାଣ୍ଡ ; ୩ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

27/11/2018 at 10:42 AM

ଜଗତସିଂହପୁର ୨୭|୧୧:  ଜଗତସିଂହପୁର ବାଲିକୁଦା ତହସିଲ ଟାଇଂକୁଳ ଗାଁରେ ଅଗ୍ନିକାଣ୍ଡ । ଗାଁର ଦେବେନ୍ଦ୍ର ନାୟକଙ୍କର ୩ ବଖରା ଘର ପୁରା ଜଳି ପାଉଁଶ ହୋଇଯାଇଛି । ନିଆଁରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନି । ଖବର ପାଇ ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ନିଆଁରେ ସବୁ ହରାଇଥିବା ବିପନ୍ନଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି ।

   Related Posts