Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ବାଙ୍କୀ କଳାପଥରେ ଗାଁରେ ମହିଳାଙ୍କ ଘର ଭାଙ୍ଗିଲେ ଦୁର୍ବୃତ୍ତ ; ପୂର୍ବ ଶତ୍ରୁତାରୁ ଘର ଭାଙ୍ଗିଥିବା ଅଭିଯୋଗ

13/11/2018 at 9:52 AM

କଟକ ୧୩|୧୧:  ପଡିଶା ଘର ଲୋକେ ଗୁଣ୍ଡା ଲଗାଇ ମହିଳାଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବାଙ୍କୀ ବୌଦେଶ୍ବର ଥାନା କଳାପଥର ଗାଁର ମୀରା ସେଠୀଙ୍କ ଘର ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଏନେଇ ମୀରା ସେଠୀ ବୌଦେଶ୍ବର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାକୁ ୩ ଦିନ ବତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

   Related Posts