ବାଙ୍କୀ କଳାପଥରେ ଗାଁରେ ମହିଳାଙ୍କ ଘର ଭାଙ୍ଗିଲେ ଦୁର୍ବୃତ୍ତ ; ପୂର୍ବ ଶତ୍ରୁତାରୁ ଘର ଭାଙ୍ଗିଥିବା ଅଭିଯୋଗ

Published By : Prameya-News7 Bureau | November 13, 2018 IST

କଟକ ୧୩|୧୧:  ପଡିଶା ଘର ଲୋକେ ଗୁଣ୍ଡା ଲଗାଇ ମହିଳାଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବାଙ୍କୀ ବୌଦେଶ୍ବର ଥାନା କଳାପଥର ଗାଁର ମୀରା ସେଠୀଙ୍କ ଘର ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଏନେଇ ମୀରା ସେଠୀ ବୌଦେଶ୍ବର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାକୁ ୩ ଦିନ ବତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.