ଭୟାବହ ଅଗ୍ନିକାଣ୍ଡ ; ଆସବାବପତ୍ର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | January 11, 2019 IST

ବାଲେଶ୍ବର ୧୧|୧: ବାଲେଶ୍ବର ଜିଲ୍ଲାସୋର ବ୍ଲକ୍ ମୋହନପୁର ଗ୍ରାମର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗ୍ରାମର ସେଖରୁଷନ ଓ ସକରୁନ ବିବିଙ୍କର ୪ବଖରା ଘର ଜଳିଯିବା ସହ ଆସବାହପତ୍ର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ ପରିବାରଲୋକ ରାତିରେ ଶୋଇଥିବା ବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାରକାରଣ ଅସ୍ପଷ୍ଟ ଥିବାବେଳେ ସୋର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.