ବିଶ୍ୱର ସବୁଠାରୁ ହଟ୍ ନର୍ସ
25/12/2019 at 11:47 AM

ବିଶ୍ୱରେ ଇନଷ୍ଟାଗ୍ରାମ ଷ୍ଟାର ହେଉଛନ୍ତି ମେଡିକାଲ୍ ପ୍ରଫେସନ୍ରେ ଥିବା କାରିନା ଲି୍ । ତାଙ୍କର ଲକ୍ଷ ଲକ୍ଷ ଫଲୋରସ୍ଙ୍କ ସହ ପ୍ରଶଂସକ ରହିଛନ୍ତି । ତାଙ୍କର ଶରୀର ଗଠନ ଓ ହଟ ଫଟୋଗ୍ରାଫି ଯୋଗୁଁ ବେଶ୍ ପ୍ରସିଦ୍ଧ ।

କାରିନା ଲିନ୍ ବିଶ୍ୱର ସବୁଠାରୁ ହଟ୍ ନର୍ସ । ଏହି ତାଇଓ୍ୱେନିଜ୍ ନର୍ସ ଏବେ ତାଇଓ୍ୱେନ୍ର ମିନ୍ ଶେଙ୍ଗ ଜେନେରାଲ୍ ହସପିଟାଲ୍ରେ ନର୍ସ ଭାବେ କାମ କରୁଛନ୍ତି ।

କାରିନା ଲିନ୍ଙ୍କୁ ‘World’s Hottest Nurse’ ଆଖ୍ୟା ମିଳିଛି । ସେ ଏବେ ଅନଲାଇନ୍ ସେନସେସନ୍ । ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ‘World’s Hottest Nurse’ କାରିନା ଲିନ୍ ।

ଏକ ସାକ୍ଷାତକାରରେ ସେ ପ୍ରସିଦ୍ଧି ପାଇବା ପାଇଁ ଏପରି ହଟ୍ ଫୋଟଗ୍ରାଫି କରୁଥିବା କଥା କହିଛନ୍ତି । ସେ ଫୋଟ ଗୁଡିକ୍ ଇନଷ୍ଟାଗ୍ରାସ ସହ ଅନ୍ୟାନ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତି ।

ତେବେ ସେ ତାଙ୍କ କାମରୁ ଗୁରୁତ୍ୱ ଦିଅନ୍ତି ଓ ନର୍ସିଂକୁ ବେଶ୍ ଭଲ ପାଆନ୍ତି ବୋଲି କହିଛନ୍ତି । ଜଣେ ମଡେଲ୍ ହେବା ପାଇଁ ତାଙ୍କର ଇଚ୍ଛା ଅଛି ବୋଲି କାରିନା ଲିନ୍ କହିଛନ୍ତି ।