Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଏହି ଅଭିନେତ୍ରୀଙ୍କ ଫଟୋ ଇଣଷ୍ଟାଗ୍ରାମ୍‌ରେ ଲଗାଇଲା ନିଆଁ, ବହୁତ ୟୁଜର୍ସ ସିକ୍ରେଟ ଫଲୋ କରୁଛନ୍ତି…

3/07/2019 at 4:52 PM

ମୁମ୍ବାଇ୩|୭: ଇଣ୍ଟରନେଟ୍‌ରେ ନିଜର ବୋଲ୍ଡ ଓ ସେକ୍ସି ଅବତାର ଦ୍ବାରା ହଇଚଇ ସୃଷ୍ଟି କରିଛନ୍ତି ଏନା ଚେରୀ। ଇଣଷ୍ଟାଗ୍ରାମ୍‌ରେ ଏମିତି ଅନେକ ମଡେଲ ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ଲୋକେ ସିକ୍ରେଟ୍‌ରେ ଫଲୋ କରନ୍ତି। ଏନା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ।

ଏନା ଜଣେ ସୁଇମ୍‌ ଶୁଟ୍‌ ଓ ବିକିନୀ ମଡେଲ। ଅନେକ ବଡ ବଡ କମ୍ପାନୀ ପାଇଁ ଫଟୋଶୁଟ କରନ୍ତି ଏନା। ମୋଟର୍ସ ଏନେର୍ଜି, ମଷ୍ଟକୱା ଅଣ୍ଡରୱେର ଭଳି କମ୍ପାନୀ ପାଇଁ ମଡେଲିଂ କରନ୍ତି। Shredz ବ୍ରାଣ୍ଡର ବ୍ରାଣ୍ଡ ଏମ୍ବାସେଡର ହେଉଛନ୍ତି ଏନା। 

ଅଧିକାଂଶ ସମୟରେ ଏନାଙ୍କୁ ଇଣଷ୍ଟାଗ୍ରାମ୍‌ ଫିଚର ଅଫ ଦ ୱିକ୍‌ର ଆୱାର୍ଡ ମିଳେ। ଏହା ବ୍ୟତୀତ ଏନା ପ୍ଲେବଏ ପାଇଁ ମଧ୍ୟ ଫଟୋଶୁଟ୍‌ କରାଇଛନ୍ତି। ଇଣଷ୍ଟାଗ୍ରାମରେ ଏହି ମଡେଲଙ୍କର ଭରପୁର ହଟ୍‌ ଫଟୋ ପୋଷ୍ଟ କରାଯାଏ।

ଏହି କାରଣ ପାଇଁ ତାଙ୍କ ଇଣଷ୍ଟାଗ୍ରାମ୍‌ ଆକାଉଣ୍ଟରେ ୧୨ ମିଲିୟନରୁ ଅଧିକ ଫଲଅର୍ସ ଅଛନ୍ତି। ଏନା ନିଜେ ୧୫୦୦ରୁ ଅଧିକ ବୋଲ୍ଡ ଓ ହଟ୍‌ ଫଟୋ ପୋଷ୍ଟ କରିଛନ୍ତି।

   Related Posts