ଏହି ଅଭିନେତ୍ରୀଙ୍କ ଫଟୋ ଇଣଷ୍ଟାଗ୍ରାମ୍ରେ ଲଗାଇଲା ନିଆଁ, ବହୁତ ୟୁଜର୍ସ ସିକ୍ରେଟ ଫଲୋ କରୁଛନ୍ତି…
3/07/2019 at 4:52 PM

ମୁମ୍ବାଇ୩|୭: ଇଣ୍ଟରନେଟ୍ରେ ନିଜର ବୋଲ୍ଡ ଓ ସେକ୍ସି ଅବତାର ଦ୍ବାରା ହଇଚଇ ସୃଷ୍ଟି କରିଛନ୍ତି ଏନା ଚେରୀ। ଇଣଷ୍ଟାଗ୍ରାମ୍ରେ ଏମିତି ଅନେକ ମଡେଲ ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ଲୋକେ ସିକ୍ରେଟ୍ରେ ଫଲୋ କରନ୍ତି। ଏନା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ।

ଏନା ଜଣେ ସୁଇମ୍ ଶୁଟ୍ ଓ ବିକିନୀ ମଡେଲ। ଅନେକ ବଡ ବଡ କମ୍ପାନୀ ପାଇଁ ଫଟୋଶୁଟ କରନ୍ତି ଏନା। ମୋଟର୍ସ ଏନେର୍ଜି, ମଷ୍ଟକୱା ଅଣ୍ଡରୱେର ଭଳି କମ୍ପାନୀ ପାଇଁ ମଡେଲିଂ କରନ୍ତି। Shredz ବ୍ରାଣ୍ଡର ବ୍ରାଣ୍ଡ ଏମ୍ବାସେଡର ହେଉଛନ୍ତି ଏନା।

ଅଧିକାଂଶ ସମୟରେ ଏନାଙ୍କୁ ଇଣଷ୍ଟାଗ୍ରାମ୍ ଫିଚର ଅଫ ଦ ୱିକ୍ର ଆୱାର୍ଡ ମିଳେ। ଏହା ବ୍ୟତୀତ ଏନା ପ୍ଲେବଏ ପାଇଁ ମଧ୍ୟ ଫଟୋଶୁଟ୍ କରାଇଛନ୍ତି। ଇଣଷ୍ଟାଗ୍ରାମରେ ଏହି ମଡେଲଙ୍କର ଭରପୁର ହଟ୍ ଫଟୋ ପୋଷ୍ଟ କରାଯାଏ।

ଏହି କାରଣ ପାଇଁ ତାଙ୍କ ଇଣଷ୍ଟାଗ୍ରାମ୍ ଆକାଉଣ୍ଟରେ ୧୨ ମିଲିୟନରୁ ଅଧିକ ଫଲଅର୍ସ ଅଛନ୍ତି। ଏନା ନିଜେ ୧୫୦୦ରୁ ଅଧିକ ବୋଲ୍ଡ ଓ ହଟ୍ ଫଟୋ ପୋଷ୍ଟ କରିଛନ୍ତି।