Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନବରଙ୍ଗପୁରର ହୋଟେଲ ମାଲିକଙ୍କୁ ଅପହରଣ ଘଟଣା ; ଗୋଟିଏ ଦିନ ପରେ ବି ଟେର ପାଉନି ପୋଲିସ

10/11/2018 at 9:58 AM

ନବରଙ୍ଗପୁର ୧୦|୧୧: ନବରଙ୍ଗପୁରର ହେ।ଟେଲ ମାଲିକଙ୍କୁ ଅପହରଣ ଘଟଣାରେ ପେ।ଲିସ ହାତ ଖାଲି । ପେ।ଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସକ୍ଷମ ହେ।ଇନାହିଁ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ଚପଲ ଓ ଚଷମା ଏକ ଠେଙ୍ଗାକୁ ଜବତ କରିଛି ପେ।ଲିସ । ଚଷମା ଓ ଚପଲ ହେ।ଟେଲ ମାଲିକ ସୁନୀଲଙ୍କର ହେ।ଇଥାଇ ପାରେ ବେ।ଲି ପୋଲିସ ସନ୍ଦେହ କରୁଛି । ଅପହରଣକାରୀମାନେ ଏହି ଠେଙ୍ଗାକୁ ଅପହରଣ ପାଇଁ ବ୍ୟବହାର କରିଥିବା ଜଣାପଡିଛି । ଅପରପକ୍ଷରେ ପରିବାର ଲେ।କେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅପହରଣକାରୀ ମାନେ ଏପର୍ଯ୍ୟନ୍ତ ହୋଟେଲ ମାଲିକ ସୁନୀଲ ସାହୁଙ୍କୁ ଛାଡିବା ପାଇଁ କୌଣସି ସର୍ତ୍ତ ରଖିନଥିବା ଜଣାପଡିଛି ।

   Related Posts