Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସେକ୍ସ ରାକେଟରେ ସଂପୃକ୍ତ ହୋଟେଲ ମ୍ୟାନେଜର ଗିରଫ…

24/09/2019 at 9:00 PM

ମନାଲି୨୪|୯: ସେପ୍ଟେମ୍ବର ୧୭ ତାରିଖରେ ମୋନାଲିସ୍ଥିତ ଏକ ହୋଟେଲରେ ଚାଲୁଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ଏହି ସେକ୍ସ ରାକେଟରେ ସଂପୃକ୍ତ ସବୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେକ୍ସ ରାକେଟରେ ସଂପୃକ୍ତ ହୋଟେଲ ମ୍ୟାନେଜରକୁ ପୋଲିସ ଗିରଫ କରିଛି। ୨୪ ବର୍ଷ ବୟସ୍କ ହୋଟେଲ ମ୍ୟାନେଜରର ନାଁ ଚେତ ରାମ ଓରଫ ଅଙ୍କୁଶ। ସେ ସରକାଘାଟ ଜିଲ୍ଲାର ମଣ୍ଡିରେ ରହନ୍ତି।

ସୂଚନାଯୋଗ୍ୟ ଯେ, ମନାଲି ସେକ୍ସ ରାକେଟରେ ଜଣେ ମହିଳା ସମେତ ତିନିଜଣଙ୍କୁ ପୋଲିସ ଗିରଫ କରିଥିଲା। ଏହାସହ ୨ ଯୁବତୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନାରୀ ନିକେତନକୁ ପଠାଇଥିଲା। ଗିରଫ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିସାରିଛି। ହୋଟେଲ ମ୍ୟାଜେରକୁ ପୋଲିସ ସୋମବାର ଦିନ ଗିରଫ କରିଛି।

   Related Posts