Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଣି ଚେଙ୍କ ଚିକିତ୍ସା

1/08/2018 at 11:10 AM

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ନିସନାହାଣ୍ଡି ଗାଁରେ ଜଣେ ବର୍ଷକର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଛି । ଗୁରୁତର ଅବସ୍ଥାରେ ଶିଶୁଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଥଣ୍ଡା କାଶ ଭଲ କରିବାକୁ ଶିଶୁକୁ ଚେଙ୍କ ଦେଇଥିଲେ ପରିବାର ଲୋକେ । କିଛି ଦିନ ହେଲା ଶିଶୁଟି ଅସୁସ୍ଥ ଥିବାରୁ ବାପା ଦାମୁ ମାଝି, ମା ନେତ୍ର ମାଝି ତାର ପେଟ ଆଉ ବେକରେ ଚେଙ୍କ ଦେଇଥିଲେ। ଶିଶୁଟିକୁ ନିମୋନିଆ ହୋଇଥିବାବେଳେ ଶିଶୁଟି ଗୁରୁତର ଥିବା ଡାକ୍ତର କହିଛନ୍ତି । ବର୍ତମାନ ଶିଶୁର ଚିକିତ୍ସା ଜାରି ରହିଛି । ଜିଲ୍ଲାରେ ଚେଙ୍କ ଚିକିତ୍ସା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ସାଧାରଣ ଆଦିବାସୀ ଗ୍ରାମାଞ୍ଚଳରେ ଏହା ପହଁଚିପାରୁନଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି ।

   Related Posts