ପାଳିତ କନ୍ୟାକୁ ଚେଙ୍କ : ନା ମାନେ ନା

Published By : Prameya-News7 Bureau | May 04, 2018 IST

୪ ବର୍ଷର ଶିଶୁ କନ୍ୟାକୁ ଚେଙ୍କ ଦେଇଥିବା ଅଭିଯୋଗ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଅଘଟଣ ଚେଙ୍କ ଦେଇଥିବା ଯୁବକ ବଡବଜାର ଥାନାରେ ଅଟକ ଅଟକ ଯୁବକ ରୁନା ଗୌଡ ଚେଙ୍କ ଦେବାର କାରଣ ଅସ୍ପଷ୍ଟ ଗତ କିଛି ଦିନ ତଳେ ଦାଶରଥି ମାଝି ନିଜ ଝିଅକୁ ତାଙ୍କ ସମ୍ପର୍କୀୟ ରୁନା ଗୌଡଙ୍କ ଘରେ ଛାଡିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.