ବୁଧବାରରେ ଚମକିବ ଏହି ରାଶିିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଶୁଭ ଅଙ୍କ ଓ ରଙ୍ଗ

Published By : Prameya-News7 Bureau | October 08, 2019 IST

ମେଷ– ପରିସ୍ଥିତି ପାଇଁବାତାବରଣ ଅନୁକୂଳରହିଛି।ଉଚ୍ଚଆଶା ଫଳବତୀହେବ।ସତ୍‍କର୍ମରେ ନିୟୋଜିତହୋଇପାରନ୍ତି।ବନ୍ଧୁସହାୟତା ପାଇସ୍ଥଗିତକାର୍ଯ୍ୟରେ ପରିବର୍ତ୍ତନ ଆସିବ।ଶୁଭରଙ୍ଗଗ୍ରୀନ୍‍।ଶୁଭ ଅଙ୍କ ୨।
ବୃଷ–ସୁସ୍ଥ ଓ ନୀରୋଗରହିପାରନ୍ତି।କେତେକକାର୍ଯ୍ୟରେମୌନେ ସମ୍ମତିର ଲକ୍ଷଣହୋଇପାରେ। ପାରିବାରିକସୁଖମିଳିବ। ଧନ ପ୍ରାପ୍ତିରସୂଚନାମିଳୁଛି।ଶତ୍ରୁବଳବାନ୍‍ହେଲେବି ପରାସ୍ତହେବ।ଶୁଭରଙ୍ଗକଳା।ଶୁଭ ଅଙ୍କ ୭।
ମିଥୁନ - ଆୟ-ବ୍ୟୟସମାନ୍ତରାଳଗତିକରିବ। ପ୍ରତ୍ୟେକକାର୍ଯ୍ୟଶୀଘ୍ରଶେଷକରିବାକୁ ଉଦ୍ୟମଜାରିରଖିବେ।କର୍ମକ୍ଷେତ୍ରରେସଫଳତାଲାଭକରିପାରନ୍ତି। ଅର୍ଥ ପ୍ରାପ୍ତିରସୂଚନାମିଳୁଛି।ଶୁଭରଙ୍ଗବ୍ରାଉନ୍‍।ଶୁଭ ଅଙ୍କ ୩।
କର୍କଟ–କାର୍ଯ୍ୟରେସଫଳତାଲାଭକରିପାରନ୍ତି।ବହୁଶୁଭଫଳ ପ୍ରାପ୍ତିରସୂଚନାମିଳୁଛି।କୃଷିକାର୍ଯ୍ୟ ପାଇଁତତ୍ପରହେବେ। ଯାନବାହନ ସୁଖମିଳିପାରେ।ଭାଷାଶୈଳୀ ମଧୁରହେବ।ଶୁଭରଙ୍ଗ ଆକାଶୀ।ଶୁଭ ଅଙ୍କ ୧।
ସିଂହ – ଆୟବୃଦ୍ଧିରସୂଚନାମିଳୁଛି। ଆଶାବାଦୀ ଓକର୍ମକ୍ଷେତ୍ରଉତ୍ସାହଜନକହେବ।ପ୍ରତିଯୋଗିତାରେବିଜୟୀସହସକଳଗୁଣର ଅଧିକାରୀହେବେ।କାବ୍ୟଶାସ୍ତ୍ରାନୁରକ୍ତହୋଇପାରନ୍ତି।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୪।
କନ୍ୟା –କୃଷିକ୍ଷେତ୍ରରଉନ୍ନତିଘଟାଇ ପାରନ୍ତି। ସୁଖ-ସମ୍ମାନ ଲାଭକରିବେ।ହସ –ଖୁସିରେସମୟବିତାଇପାରନ୍ତି।ବିଭିନ୍ନ ଦିଗରୁ ଧନାଗମହୋଇପାରେ।ତ୍ୟାଗଶୀଳ ଓ ନୀତିନିଷ୍ଠହୋଇପାରନ୍ତି।ଶୁଭରଙ୍ଗହଳଦୀଆ।ଶୁଭ ଅଙ୍କ ୮।
ତୁଳା– ଆୟ ପରିମାଣବୃଦ୍ଧି ପାଇବ।ସରକାରକିମ୍ବାବନ୍ଧୁସହାୟତାରୁଲାଭାବାନ୍‍ହେବେ। ପାରିବାରିକଶାନ୍ତିମିଳିବ। ଅଯଥା ବିତର୍କରେଭାଗ ନ ନେଇଚୁପ୍‍ରହିବେ। ଅମାୟିକବ୍ୟବହାର ଆପଣଙ୍କୁମହାନ୍‍କରିବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୧।
ବିଛା–ଭ୍ରାତୃବିବାଦର ଅବସାନ ଘଟିବ।କାର୍ଯ୍ୟରେବାଧା ଉପୁଜି ପାରେ। ଅନୁଗୃହୀତହୋଇପାରନ୍ତି। ଅତିଥି ସତ୍କାରରେଖର୍ଚ୍ଚାନ୍ତ ହେବେ।କାର୍ଯ୍ୟକ୍ଷେତ୍ରରେଉତ୍ସାହବୃଦ୍ଧି ପାଇବ। ଯାନବାହନ ସୁଖମିଳିବ।ଶୁଭରଙ୍ଗମେରୁନ୍‍। ଶୁଭ ଅଙ୍କ ୨।
ଧନୁ –ସୁସ୍ଥ ଓ ନିରାମୟଜୀବନଯାପନ କରିବେ।ସୁଖୀହେବେ।କାର୍ଯ୍ୟକ୍ଷେତ୍ରରେଉତ୍ସାହବୃଦ୍ଧି ପାଇବ। ଯାନବାହନ ସୁଖମିଳିବ।କୀର୍ତ୍ତିମାନ୍‍ହେବେ।ଭୋଗ-ବିଳାସକରିପାରନ୍ତି।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୭।
ମକର–ଲୋକପ୍ରିୟତାବଢାଇ ପାରନ୍ତି। ପରୋପକାରକରି ଆତ୍ମାନ୍ତୋଷଲାଭକରିବେ।କର୍ମତତ୍ପରତା ପ୍ରକାଶ ପାଇବ।ବ୍ୟବସାୟଲାଭଜନକରହିବ।କାର୍ଯ୍ୟରସଫଳରୂପାୟନ କରି ଆତ୍ମସନ୍ତୋଷଲାଭକରିବେ।ଶୁଭରଙ୍ଗପିଙ୍କ୍‍।ଶୁଭ ଅଙ୍କ ୧।
କୁମ୍ଭ -ଲାଗିରହିଥିବାବିବାଦୀୟଘଟଣାରସୁ-ସମାଧାନ ହେବ। ପରିଶ୍ରମରମୂଲ୍ୟାଙ୍କନ ହେବ। ପାରିବାରିକସୁଖସମୃଦ୍ଧି ଆଶାକରାଯାଏ।ବହୁଶୁଭଫଳ ପ୍ରାପ୍ତିରସୂଚନାମିଳୁଛି।ଶୁଭରଙ୍ଗଲାଲ୍‍।ଶୁଭ ଅଙ୍କ ୭।
ମୀନ - କାର୍ଯ୍ୟରେବାଧା ସୃଷ୍ଟିହୋଇପାରେ।ସାମାନ୍ୟ ଅସୁସ୍ଥତା ଅନୁଭବକରିପାରନ୍ତି।ଭାଗୁଆଳିବ୍ୟବସାୟରୁଲାଭପ୍ରାପ୍ତ ହେବେ।ସ୍ୱାଭିମାନୀସତର୍କତାରସହଚଳିବାକୁ ପଡିବ।ଶୁଭରଙ୍ଗଗ୍ରୀନ୍‍।ଶୁଭ ଅଙ୍କ ୬।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.