Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ବୁଧବାରରେ ଚମକିବ ଏହି ରାଶି ଧାରୀ ବ୍ୟକ୍ତିଙ୍କ ଭାଗ୍ୟ

5/11/2019 at 10:17 PM

ମେଷ -ପାରିବାରିକ ଜଞ୍ଜାଳ ବଢିପାରେ। ସମ୍ମାନିତ ହେବେ। ନୀରୋଗ ହୋଇପାରନ୍ତି।ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ।ଗୃହ ପରିବେଶ ଠିକ ରହିବ।ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୬।

ବୃଷ–ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ।ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଧନବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ଶୁଭ ରଙ୍ଗ ଗାଢ ଗ୍ରୀନ୍।ଶୁଭ ଅଙ୍କ ୪।

ମିଥୁନ – ଗୁରୁଜନଙ୍କ ପାଇଁ କଷ୍ଟ ସହିପାରନ୍ତି।ବ୍ୟବସାୟରୁ ଲାଭ ପାଇ ସନ୍ତୁଷ୍ଟ ହେବେ। ପ୍ରତିହିଂସା ପରାୟଣହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତରୁ ବଞ୍ଚିଯିବେ।ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୧।

କର୍କଟ–ଗୁରୁଜନଙ୍କସ୍ନେହର ପାତ୍ରହୋଇପାରନ୍ତି। ମନ ପ୍ରସନ୍ନରହିବ। ବନ୍ଧୁସହାୟତା ପାଇ ନିଜ ବ୍ୟବସାୟକୁ ତ୍ୱରାନ୍ୱିତ କରିବେ। ସେବା ମନୋଭାବ ଗ୍ରହଣ କରିବେ। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୭।

ସିଂହ – ନିଜକୁ ନିଜେ ସାନ୍ତ୍ୱନା ଦେବେ । କୌଣସି କାର୍ଯ୍ୟକ୍ରମରେ ଭାଗ ନ ନେଇ ନୀରବଭାବ ପ୍ରଦର୍ଶନ କରିପାରନ୍ତି। ଭାଇମାନଙ୍କ ସହିତ ଥିବା ମନୋ ମାଳିନ୍ୟର ଅନ୍ତ ଘଟିବ।ଶୁଭରଙ୍ଗ ମେରୁନ୍।ଶୁଭ ଅଙ୍କ ୩।
କନ୍ୟା –ବୁଦ୍ଧି ପ୍ରୟୋଗକରି ଲାଭବାନ୍‌ ହେବେ। ନୀରବରେ କିଛି ଚିନ୍ତା କରିପାରନ୍ତି । କନ୍ୟା, ପୁତ୍ର ,ପୌତ୍ର ,ପ୍ରପୌତ୍ରାଦି ଲାଭ କରିପାରନ୍ତି।ବହୁ ଧନରେ ଅଧିକାରୀ ହେବେ।ଶୁଭରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୫।
ତୁଳା–ବନ୍ଧୁମିଳନ ଆନନ୍ଦ ଦାୟକହେବ।ବାଦ-ବିବାଦରେ ବିଜୟୀ ହେବେ।କୃଷିକର୍ମ ପାଇଁ ତତ୍ପର ହୋଇପାରନ୍ତି। ଯାନବାହନ ସୁଖ ପାଇପାରନ୍ତି । ଶିକ୍ଷାରେ ଅଗ୍ରଣୀହେବେ।ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୧।
ବିଛା–ଶତ୍ରୁ ବିନାଶ କରି ମାନସିକ ଶା ନ୍ତିଫେରି ପାଇବେ।କାର୍ଯ୍ୟର ସଫଳତା ଲାଭ କରିବେ।ସକଳ ଗୁଣର ଆଧାର ହେବେ। ସୁଖ ଭୋଗ କରିପାରନ୍ତି। ବିବାଦରେ ବିଜୟୀ ହେବେ।ଶୁଭରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୯।
ଧନୁ –ମନରେ ଉଦ୍‌ବେଗ ଜାତହୋଇପାରେ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇ ପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ଶୁଭରଙ୍ଗ ଲାଲ୍।ଶୁଭ ଅଙ୍କ ୬।
ମକର–ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି।ସ୍ୱାଧୀନ ଚିନ୍ତାଧାରା ନେଇକାର୍ଯ୍ୟ କରିବେ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି।ତାରୁଣ୍ୟ ରୂପର ଅଧିକାରୀ ହୋଇପାରନ୍ତି । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୭।
କୁମ୍ଭ – ତ୍ପ୍ରେରଣା ପାଇପାରନ୍ତି। ସ୍ନେହସ୍ପଦ ବ୍ୟବହାର କରି ଅଧସ୍ତନଙ୍କ ପୂଜ୍ୟ ହୋଇପାରନ୍ତି। ଧର୍ମଜାଗରଣ ପାଇଁ ବ୍ୟୟ କରିପାରନ୍ତି। ଅଧିକ କ୍ଷମତା ପାଇ ତାର ସଦ୍ ବ୍ୟବହାର କରିବେ।ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୮।
ମୀନ – ଦୂରବନ୍ଧୁଙ୍କ ସହାୟତା ମିଳିବ। ନୂତନ ଦ୍ରବ୍ୟକ୍ରୟ କରି ଖୁସିହେବେ। ନାନାବିଧ ସମ୍ମାନର ଅଧିକାରୀହେବେ। ଯାନବାହନ ସୁଖ ପାଇପାରନ୍ତି। ପ୍ରସନ୍ନତା ଲାଭ କରିବେ।ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୩।

   Related Posts