Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କ ଧନ ଲାଭ ଯୋଗ-ଜାଣନ୍ତୁ କେମିତି କଟିବ ୧୪ ନଭେମ୍ବର

13/11/2019 at 6:32 PM


ମେଷ–ମାତା-ପିତାଙ୍କସହ ଧର୍ମସ୍ଥାନ ଭ୍ରମଣରେ ଯିବେ । ଧନ ଲାଭର ସୁଯୋଗ ରହିଛି ।ଲେଖାପଢା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ବଢିବ ।ଶୁଭ ରଙ୍ଗ ଲାଲ୍ ।ଶୁଭଅଙ୍କ ୪ ।


ବୃଷ– ନିତିଦିନିଆ କାମରେ ବାଧା ଉପୁଜିପାରେ । ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହ କର୍ଥାବାର୍ତ୍ତା ହେବେ । ଯାନବାହନ ସାବଧାନତର ସହଚଳାନ୍ତୁ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।

ମିଥୁନ – ପରିବାରର ସହଯୋଗ ମିଳିବା ହେତୁ ମନ ପ୍ରସନ୍ନ ରହିବ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ରାଜନୀତିରେ ସଫଳତା ପାଇବେ । ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୩ ।


କର୍କଟ–ଭାଗ୍ୟ ଆପଣଙ୍କୁ ସହାୟକ ହେବ । ପେସାରେ ଆଗକୁ ବଢିବା ଲାଗି ନୂଆ ସୁଯୋଗ ମିଳିବ ।ଜୀବନସାଥୀଙ୍କ ସହ ସଂପର୍କ ମଧୁରହେବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୬ ।


ସିଂହ –ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିବ । ବ୍ୟବସାୟରେ ସବୁ ଭଲ ରହିବ ।କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢିବ । ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୪ ।


କନ୍ୟା – ଅଧୁରାକାମ ପୂରାହେବ । ଭୂସଂପତ୍ତି କିଣିବାର ଯୋଗରହିଛି । ଦାମ୍ପତ୍ୟ ସମ୍ବନ୍ଧ ମଧୁରହେବ । ପିଲାମାନେ ପାଠପଢା ପାଇଁ ଦୂର ଯାତ୍ରାକରିବେ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।


ତୁଳା–ଆପଣଙ୍କର ଆତ୍ମବିଶ୍ୱାସ ରସ୍ତର ଠିକ୍ ରହିବ । ପେଶା ରେ ନୂଆକୀର୍ତ୍ତିମାନ ସ୍ଥାପନ କରିବେ ।ବ୍ୟବସାୟରୁ ପ୍ରଚୁରଲାଭମିଳିବ ।ଶୁଭରଙ୍ଗଧୂସର ।ଶୁଭ ଅଙ୍କ ୩ ।


ବିଛା– ଆର୍ଥିକଲାଭ ପାଇଁସୁନ୍ଦର ଦିନଟିଏ ।ସମସ୍ୟାର ସମାଧାନ ଲାଗି ତୁରନ୍ତ ରାସ୍ତା ମିଳିବ ।ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୨ ।


ଧନୁ – ପୂଜକଙ୍କ ଲାଗି ଦିନ ଟିଭଲ । ନୂଆ ଘର କିଣିବା ଲାଗି ଯୋଜନା ପ୍ରସ୍ତୁତ କରିବେ ।ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ ।କାମ ପାଇଁ ବିଦେଶ ଯା ଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।


ମକର– ଅଧିକତର ମାମଲାରେ ଆପଣ ବ୍ୟସ୍ତ ରହିବେ । ବ୍ୟବସାୟରେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା ହେବ । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୫ ।


କୁମ୍ଭ -ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ମିଳିପାରେ । ଚାକିରିରେ କର୍ତ୍ତୃତ ବଢିବ ।ବନ୍ଧୁଙ୍କ ସହିତ ମଧ୍ୟାହ୍ନ ଭୋଜନ କରିପାରନ୍ତି । ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୩ ।


ମୀନ – ଜୀବନସାଥୀଙ୍କ ଠାରୁ ସହଯୋଗ ପାଇବେ । ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ । ବ୍ୟବସାୟ ବୃଦ୍ଧିଲାଗି ଆପଣଙ୍କୁ ଭଲ ପରାମର୍ଶ ମିଳିବ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

   Related Posts