Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ସୋମବାରରେ ଏହି ରାଶିର ଶୁଭଫଳ-ଜାଣନ୍ତୁ ଶୁଭ ରଙ୍ଗ ଓ ଅଙ୍କ

10/11/2019 at 6:56 PM

ମେଷ –ଲାଗି ରହିଥିବା ବିବାଦର ସମାଧାନ ହେବ। ମୂଲ୍ୟବାନ ଦ୍ରବ୍ୟଲାଭ ହୋଇପାରେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ସରକାରୀ କୃପା ଲାଭ କରିବେ । ଶୁଭରଙ୍ଗ ମେରୁନ୍ । ଶୁଭଅଙ୍କ ୪।


ବୃଷ–ଶତ୍ରୁତାର ଅବସାନ ଘଟିବ। ଲାଭ ଯୁକ୍ତ ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ । ଶୁଭଖବର ପାଇ ଖୁସି ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୭।


ମିଥୁନ – କାର୍ଯ୍ୟ ସହଜ,ସୁଲଭ ହେବ। ଘାତ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିପାରେ । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୧।


କର୍କଟ– ଦିନସାରା କାର୍ଯ୍ୟରେ ବ୍ୟସ୍ତ ରହିବେ। ଦିନଟି ଆପଣଙ୍କ ପାଇଁ ଦୁଃଖଦ ହୋଇପାରେ । ତାମ୍ର, ପ୍ରବାଳ, ସୁବର୍ଣ୍ଣ ମୂଲ୍ୟବାନ ବସ୍ତ୍ର ଯାନବାହନ ଓ ରାଜପ୍ରସାଦ ହେତୁକ ସୁଖାଶ୍ଚର୍ଯ୍ୟ ଭୋଗ କରିପାରନ୍ତି । ଶୁଭ ରଙ୍ଗକ୍ରୀମ୍ । ଶୁଭ ଅଙ୍କ ୩।


ସିଂହ –ସୁଖ-ସନ୍ତୋଷ ମିଳିବ । ସୌଭାଗ୍ୟ ଯୁକ୍ତ ଏବଂ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀଙ୍କ ସହଚର୍ଯ୍ୟା ପାଇଁ କୃତକାର୍ଯ୍ୟ ହୋଇପାରନ୍ତି । ଶୁଭରଙ୍ଗ ୟେଲୋ। ଶୁଭ ଅଙ୍କ ୭।


କନ୍ୟା –ମାଲି ମୋକଦ୍ଦମାରେ ବିଜୟୀ ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ପାରନ୍ତି । ଯେ କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୯।


ତୁଳା– ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ କରି ଗଢି ତୋଳିବ। ମାନ୍ୟତା ପ୍ରାପ୍ତ ହୋଇ ପାରନ୍ତି । ଚିତ୍ତରେ ପ୍ରସନ୍ନତା ଭରି ରହିବ । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୧।


ବିଛା–ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । ଧନାନ୍ୱିତ ହେବାର ସୁଯୋଗ ସୃଷ୍ଟି ହୋଇଛି । ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୫।


ଧନୁ –ସାଧନା ରେସିଦ୍ଧି ପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭକରିବେ। ଅର୍ଥ ପ୍ରାପ୍ତିର ସୂଚନାମିଳୁଛି। ପୁଣ୍ୟଦେହୀ ହୋଇପାରନ୍ତି । ଶୁଭରଙ୍ଗ କଳା।ଶୁଭ ଅଙ୍କ ୬।


ମକର–ମାନସିକ ଶାନ୍ତିହରାଇ ପାରନ୍ତି, ମାତ୍ର ପରିଶ୍ରମର ମୂଲ୍ୟମିଳିବ । ଉତ୍ତମଭୋଜନରେ ଆପ୍ୟାୟିତ ହେବେ । ଉପକାରୀ ନିକଟରେ କୃତଜ୍ଞ ହେବେ । ଶୁଭରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୨।


କୁମ୍ଭ -କର୍ମକ୍ଷେତ୍ରରେ ଉତ୍ସାହବୃଦ୍ଧି ପାଇବ । ମାନ-ସମ୍ମାନ ପ୍ରାପ୍ତ ହେବେ । କାର୍ଯ୍ୟରେ ସିଦ୍ଧିଲାଭ କରିବେ।ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।ଶୁଭରଙ୍ଗ ଲାଲ୍।ଶୁଭ ଅଙ୍କ ୮।


ମୀନ – ଅନଟନ ଦେଖା ଦେଇପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଘାତଚନ୍ଦ୍ର ହେତୁ ଯାନବାହନ ଚଳାଚଳ ଓ ଉଚ୍ଚସ୍ଥାନ ଆରୋହଣରେ ସତର୍କ ରହିବେ। ପୁଣ୍ୟବାନ୍‌ ହେବେ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୩।

   Related Posts