Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସୋମବାରର ରାଶିଫଳ, ଜାଣନ୍ତୁ ଆପଣଙ୍କ ରାଶିର ଶୁଭରଙ୍ଗ

1/12/2019 at 5:56 PM

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

ମେଷ– ଆଧ୍ୟାତ୍ମିକ ଦିଗରେ ମନ ଲାଗିରହିବ।କାମରେ ସମସ୍ୟା ହେବ ନାହିଁ। ପ୍ରିୟତମଙ୍କ ଠାରୁ ଭଲ ଖବର ପାଇବେ।ସୌଭାଗ୍ୟ ଉଦୟ ହେବ।ଶୁଭରଙ୍ଗ କଫି।ଶୁଭଅଙ୍କ ୪।


ବୃଷ– ନିଷ୍ପତ୍ତି ନେଇ ଥିବା କାର୍ଯ୍ୟ ବାବଦରେ ଆଲୋଚନା କରନ୍ତୁ ନାହିଁ। ଉଚ୍ଚ ପଦାଧିକାରୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ଛାତ୍ରଙ୍କ ଲାଗି ଶୁଭ ଦିନଟିଏ। ଅଷ୍ଟମଭାବରେ ପଞ୍ଚଗ୍ରହକୂଟ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ।ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୬।


ମିଥୁନ – ଦିନ ସାରା ଉତ୍ସାହିତ ରହିବେ। ପୁଞ୍ଜୀ ନିବେଶ ସଂକ୍ରାନ୍ତରେ ପରାମର୍ଶ ମିଳିବ।ସମାଜରେ ମାନ ସମ୍ମାନ ବଢିବ।ବନ୍ଧୁମିଳନ ଘଟିବ।ଚେଷ୍ଟା ସଫଳ ହେବ। ଶୁଭରଙ୍ଗପିଙ୍କ୍।ଶୁଭ ଅଙ୍କ ୩।


କର୍କଟ– ନୂଆ ଦିଶାରେ ଆଗକୁ ବଢିବାର ସୁଯୋଗ ମିଳିବ।କୌଣସି ଲୋକ ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ବ୍ରହ୍ମ ଉପାସକ ହୋଇପାରନ୍ତି । ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୧।


ସିଂହ –ବ୍ୟବସାୟରେ ସଫଳତା ପାଇବେ। ଧନଲାଭ ଯୋଗ ରହିଛି।ଉପରିସ୍ଥ ଅଧିକାରୀ ପ୍ରସନ୍ନିତ ହେବେ। ଦାମ୍ପତ୍ୟ ଜୀବନ ମଧୁରରହିପାରେ। ଧାନ୍ୟାନ୍ୱିତ ପାଇଁଶୁଭ ଫଳ ପ୍ରାପ୍ତ ହୋଇପାରେ।ଶୁଭରଙ୍ଗ କଫି।ଶୁଭ ଅଙ୍କ ୨।


କନ୍ୟା –କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ଭୂସଂପତ୍ତି କିଣିବା ଯୋଗ ରହିଛି । ଗୃହ ପରିବେଶ ସ୍ୱାସ୍ଥ୍ୟଜନକ ହେବ।ସୁଖୀ ହୋଇପାରନ୍ତି । ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୭।


ତୁଳା–କମ୍ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତି ହୋଇପାରେ । ଆର୍ଥିକସ୍ଥିତିରେ ସୁଧାର ଆସିବ। ସାମାଜିକ ସମ୍ମାନ ବୃଦ୍ଧି ପାଇବ। ବିବାଦୀୟଘଟଣାରେ ବିଜୟୀହେବେ। ନିର୍ବାଚନରେ ଲୋକପ୍ରିୟ ହୋଇପାରନ୍ତି। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୭।


ବିଛା– ଦିନଟି ଲାଭପ୍ରଦ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ଯୋଜନା କରିବେ। ପ୍ରୀତିଭୋଜନ ସହ ବନ୍ଧୁସହାୟତା ପାଇବେ।ଚିନ୍ତାଧାରା ମହତ ହେବ।ଶୁଭ ରଙ୍ଗ ଲାଲ।ଶୁଭ ଅଙ୍କ ୫।


ଧନୁ –ସଫଳତାକୁ ନେଇ ଆଶ୍ୱସ୍ତି ହେବେ।ମିତ୍ରଙ୍କ ସହାୟତାର ସୁଯୋଗ ମିଳିପାରେ। ଦାମ୍ପତ୍ୟଜୀବନ ସୁଖମୟ ରହିବ ନାହିଁ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ।ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୯।


ମକର–ଜୀବିକାରେ ଉତ୍ଥାନ-ପତନ ଆସିପାରେ। ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି।ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢିବ। ମଧୁର ବଚନ ଯୁକ୍ତ ହୋଇପାରନ୍ତି।। ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୧।


କୁମ୍ଭ -ଚାକିରିଜୀବୀଙ୍କୁ ନିଜକାର୍ଯ୍ୟରେ ସଫଳତା ହେତୁ ଖୁସି ରହିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ପ୍ରସ୍ତୁତି ଯୋଜନା ରହିପାରେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୮।


ମୀନ – ଅଫିସ ପରିବେଶ ଭଲ ରହିବ । ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାର ଲୋକଙ୍କ ସହଉତ୍ତମ ସଂପର୍କ ରହିବ । ବହୁବିଧ ଓ ଉତ୍ତମ ଗୁଣଯୁକ୍ତ ହେବେ । ଶୁଭରଙ୍ଗ କଫି।ଶୁଭ ଅଙ୍କ ୯।

   Related Posts