ରବିବାରରେ ସୁଖ ଲାଭ, ଚମକିବେ ଏହି ରାଶିର ବ୍ୟକ୍ତି , ଜାଣନ୍ତୁ ଶୁଭ ରଙ୍ଗ ଓ ଅଙ୍କ

Published By : Prameya-News7 Bureau | November 09, 2019 IST

ମେଷ –କର୍ମ କ୍ଷେତ୍ରରେ ଅଗ୍ରଗତି କରିବେ।ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।ମହିଳାମାନେ ବିଭିନ୍ନ କାମରେ ସଫଳତା ପାଇବେ ।ଶୁଭରଙ୍ଗଲାଲ୍।ଶୁଭଅଙ୍କ ୧।

{"id":180630,"width":546,"height":407}

ବୃଷ– ନିଜର ଗୁଣ ଗରିମାକୁ ବଜାୟରଖିବେ।ବ୍ୟବସାୟରେ ଉନ୍ନତି କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଓ ବିବାଦର ସମାଧାନ ହେବ। କର୍ମକ୍ଷେତ୍ରରେ ଦାୟିତ୍ୱବାନ୍‌ ହେବେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୪।

ମିଥୁନ - କର୍ମକ୍ଷେତ୍ରରେସଫଳତା ପାଇବେ। ନୂତନ ଯାନବାହନ କିଣିବାକୁଚାହିଁବେ।ସାହିତ୍ୟ,କଳା, କ୍ଷେତ୍ରରେଉନ୍ନତି ଓ ପଡୋଶୀମାନଙ୍କସହିତସୁସମ୍ପର୍କସ୍ଥାପନ ହେବ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୭।

{"id":92488,"width":591,"height":591}

କର୍କଟ–ମାନସିକ ଚିନ୍ତା ଦୂର ହେବ।ବ୍ୟବସାୟରେ ଅଗ୍ରଗତି କରିବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ। ଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା ମିଳିବ। ପିଲାମାନଙ୍କ କ୍ୟାରିୟରରେ ଉନ୍ନତି ପାଇଁ ଚେଷ୍ଟା କରିବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୭।

{"id":180919}

ସିଂହ –କର୍ମକ୍ଷେତ୍ରରେ ସଫଳତା ପାଇବେ। ନୂତନ କର୍ମଲାଭଏବଂସରକାରୀ କ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚ ହାକିମଙ୍କର କୃପାଲାଭ ହୋଇପାରେ। ପୂର୍ବରୁ ବାକି ରହିଥିବା କାର୍ଯ୍ୟ ପୂରଣ କରିବେ । ଶୁଭରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୬।

{"id":109898}

କନ୍ୟା – ପାରିବାରିକ ସମ୍ପର୍କ ମଧୁର ଏବଂ ବ୍ୟବସାୟରେ ଉନ୍ନତି ହେବ।ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦ ପାଇବେ।ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୧।

ତୁଳା– ପାରିବାରିକ କ୍ଷେତ୍ରରେ ଉନ୍ନତି ଏବଂ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ପରିବହନ କ୍ଷେତ୍ରରେ ଉନ୍ନତି ହୋଇପାରେ। ମାଙ୍ଗଳିକ କାର୍ଯ୍ୟରେ ମନ ଦେବେ। ଦୂର ଯାଗାରୁ ଶୁଭଖବର ମିଳିବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୮।

{"id":179986,"width":555,"height":497}

ବିଛା–ସମସ୍ୟା ସମାଧାନ ହୋଇଯିବ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଓ ନିର୍ଦ୍ଦିଷ୍ଟ ଦିଗରୁ ଧନଲାଭ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ।ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ।ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୪।

ଧନୁ –କୌଣସିକାରଣରୁ ମନ ଉତ୍ସାହିତ ହୋଇପାରେ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଓ ପାରିବାରିକ କ୍ଷେତ୍ରରେ ଉନ୍ନତିହେବ। ଉନ୍ନତ ଧରଣର ଚିନ୍ତାଧାରା ଜାଗ୍ରତ ହୋଇପାରେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୧।

ମକର–କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ସ୍ତରୀ ୟବ୍ୟକ୍ତିମାନଙ୍କ ସହ ସଂପର୍କ ବଢିବ।ଚାକିରି କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ। ଶୁଭରଙ୍ଗ ମେରୁନ୍। ଶୁଭ ଅଙ୍କ ୭।

କୁମ୍ଭ  -ବାଣିଜ୍ୟ କାରବାରରେ ବୃଦ୍ଧି ଏବଂ ଗୃହ ପରିବର୍ତ୍ତନ ହେବ। ପଡୋଶୀମାନଙ୍କ ସହି ତମିଶିବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଗୁରୁଜନମାନଙ୍କର ସେବା କରିବେ।ଶୁଭରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୩।

ମୀନ – ପାରିବାରିକ ସମ୍ପର୍କ ମଧୁର ହେବ। ପୂର୍ବ ଦିଗରୁ ଯାଗା ବାଡି ମିଳିବ। ଆକସ୍ମିକ ଧନ ଲାଭହେବ। ଅତିଥି ଅଭ୍ୟାଗତ  ଘରକୁ ଆସିବେ।ଶ୍ୱେତ ଦ୍ରବ୍ୟଲାଭ ହେବ। ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.