Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପଞ୍ଚକୁଲା ହିଂସା ମାମଲା : ହନିପ୍ରୀତିଙ୍କୁ ମିଳିଲା ଜାମିନ

6/11/2019 at 5:23 PM

ଚଣ୍ଡିଗଡ ୬|୧୧ :  ଅଗଷ୍ଟ ୨୦୧୭ମସିହାରେ ପଞ୍ଚକୁଲାରେ ହିଂସା ମାମଲାରେ ଗୁରମିତ ରାମ ରହିମଙ୍କ ସହଯୋଗୀ ହନିପ୍ରୀତ୍‌ଙ୍କୁ ପଞ୍ଚକୁଲା କୋର୍ଟକୁ ଜାମିନ ମିଳିଛି ।  ପୂର୍ବ ଶୁଣାଣିରେ  କୋର୍ଟ ହନିପ୍ରୀତଙ୍କୁ ଦେଶଦ୍ରୋହ ମାମଲାରେ  ମୁକ୍ତ କରିସାରିଛନ୍ତି ।

ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମଙ୍କୁ ସ୍ବାଧୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ପରେ ହରିୟାଣାରେ ଘଟିଥିବା ଦଙ୍ଗା ଘଟଣା । ଏହି ଘଟଣାରେ ଆରୋପୀ ଥିବା ହନିପ୍ରୀତ୍‌ଙ୍କୁ ଆଜି ପଞ୍ଚକୁଲା କୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ହନିପ୍ରୀତ୍‌ଙ୍କ ଉପରେ ଚାଲିଥିବା ଦେଶଦ୍ରୋହର ମାମଲାରେ କୋର୍ଟ ମୁକ୍ତ କରିସାରିଥିଲେ ।

ପଞ୍ଚକୁଲା ହିଂସା ମାମଲାରେ ଗିରଫ ହୋଇ ହନିପ୍ରୀତ ବର୍ତ୍ତମାନ ଅମ୍ବଲାର ଜେଲ ଅଛନ୍ତି । ହନିପ୍ରୀତ ବୁଧବାର ଜେଲରୁ ଭିଡିଓ କନଫରେନ୍ସି ଜରିଆରେ ହାଜର ହୋଇଥିବା ବେଳେ , ଅନ୍ୟ ଅଭିଯୁକ୍ତମାନେ ପ୍ରତ୍ୟକ୍ଷ ରୂପେ ହାଜର ହୋଇଥିଲେ ।  

   Related Posts