Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଅନର କିଲିଂ ! ପ୍ରେମ ପାଇଁ ହତ୍ୟା କରିଥିବା ଅଭିଯୁକ୍ତ ୭ ମାସ ପରେ ଗିରଫ

17/06/2018 at 7:27 AM

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଆଇଲି ଗାଁ ର ଗଣପତି ମାଝୀ ହତ୍ୟାକାଣ୍ଡର ପର୍ଦ୍ଦ।ଫାସ କରିଛି କୋକସରା ପୋଲିସ । ପ୍ରେମ ସଂପର୍କକୁ ବିରୋଧ କରି ଝିଅ ଘର ପକ୍ଷରୁ ଆନର କିଲିଂ କରାଯାଇଛି । ନାବାଳିକା ଝିଅର ପ୍ରେମିକ ଗଣପତି ମାଝୀ (୧୯) କୁ ଯୋଜନାବଦ୍ଦ ଭାବେ ଝିଅର ଭିଣେଇ ହରିଶଚନ୍ଦ୍ର ନାଏକ, କାକା ଭବାନୀ ଶଙ୍କର ନାଏକ, ଦାଶ ନାଏକ ପିଟି ପିଟି ହତ୍ୟା ପରେ ଘଟଣାସ୍ଥଳ ରୁ ୧୦୦ ମିଟର ଦୁରରେ ଗଛରେ ଝୁଲାଇ ଆତ୍ମହତ୍ୟା ରୁପ ଦେଇଥିଲେ । ଘଟଣାକୁ ଚପାଇବାକୁ ସ୍ଥାନୀୟ ଆଦିବାସୀ ସମାଜ ସମ୍ପାଦକ ରଶିକ ମାଝୀ ଗଣପତିଙ୍କ ପରିବାର ସଦସ୍ୟକୁ ଶବ ପୋଡି ଦେବାକୁ ଚାପ ପ୍ରୟୋଗ କରି ଶବ ପୋଡି ଦିଆଯାଇଥିଲା । କିନ୍ତୁ ମୃତକଙ୍କ ଶରୀର କ୍ଷତ ଚିହ୍ନ ଆଧାରରେ ମୃତକଙ୍କ ବାପା କୋକସରା ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରି ୪ ଆଭିଯୁକ୍ତ କୁ କୋର୍ଟ ଚାଲଣ କରିଛି ।

   Related Posts