Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୨୦୦ ସିସିର ଏହି ଦମଦାର୍ ବାଇକ୍ ଲଞ୍ଚ୍ କରିବ ହୋଣ୍ଡା, କେଟିଏମ ଡ୍ୟୁକ୍କୁ ଦେବ ଟକ୍କର

21/08/2020 at 10:28 PM

ନୂଆଦିଲ୍ଲୀ, ୨୧|୦୮:  ହୋଣ୍ଡା ନିଜର ୨୦୦ ସିସି ବାଇକ ଭାରତୀୟ ବଜାରରେ ଲଞ୍ଚ୍ କରିବାକୁ ଯାଉଛି । ଅଗଷ୍ଟ ୨୭ରେ ଏହି ବାଇକ୍ ଲଞ୍ଚ୍ ହେବ । କମ୍ପାନୀ ଭାରତରେ ସିବି ହର୍ନେଟ୍ ୨୦୦ ଆର୍ ଲଞ୍ଚ୍ କରିବ । ଏହି ବାଇକ୍ ହୋଣ୍ଡା ସିବି ହର୍ନେଟ୍ ୧୬୦ ସିସିର ନୂଆ ଭାରିଏଣ୍ଟ୍ ହେବ । ଏହାବ୍ୟତୀତ କମ୍ପାନୀ ହର୍ନେଟ ୨୦୦ ସିସିକୁ ଏକ କମ୍ପ୍ୟୁଟର୍ ବାିକ୍ କହିଛି । ଯାହା କମଫଟେବଲ୍ ସହ ଷ୍ଟାଇଲିସ୍ ହେବ ।

ଏହି ବାଇକ୍ ଲଞ୍ଚ୍ କରି କମ୍ପାନୀ ୨୦୦ ସିସି ବାଇକ୍ ସେଗମେଣ୍ଟରେ ପ୍ରବେଶ କରିଛି । ଏହି ବାଇକ୍ ୧ ଲକ୍ଷ ୪୦ ହଜାର ଟଙ୍କାରେ ଉପଲବ୍ଧ ହେବ ।

ହୋଣ୍ଡା ସିବି ହର୍ନେଟ୍ ୨୦୦ ଆର୍ ଏହି ସେଗମେଣ୍ଟର କେଟିଏମ ୨୦୦ ଡ୍ୟୁକ୍ ଓ ଆପାଚୀ ଆରଟିଆର ୨୦୦କୁ ଟକ୍କର ଦେବ । ଏହା ସହ କମ୍ପାନୀ କିଛି ଦିନ ପୂର୍ବରୁ ଏକ ରେଟ୍ରୋ ସ୍କୁଟରର ଡିଜାଇନ୍ ଲଞ୍ଚ୍ କରିଛି । ଯାହାକୁ ନେଇ କମ୍ପାନୀ ନୂଆ ସ୍କୁଟର ବଜାରକୁ ଆଣିବ ବୋଲି ଜଣାପଡୁଛି ।

   Related Posts