Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ହୋଣ୍ଡା କଂପାନୀର ଆକର୍ଷଣୀୟ ଅଫର: ମାତ୍ର ୧୧ଶହ ଟଙ୍କା ଦେଇ କିଣନ୍ତୁ ହୋଣ୍ଡା ଆକ୍ଟିଭା ୧୨୫, ୭ ହଜାର ଟଙ୍କାର କ୍ୟାସବାକ୍ ବି ମିଳିବ

9/09/2019 at 10:32 AM

ଦେଶରେ ଜାରି ରହିଥିବା ମାନ୍ଦାବସ୍ଥା ଭିତରେ ଏବେ ଗାଡି କଂପାନୀମାନେ ବହୁ ଆକର୍ଷଣୀୟ ଉପହାରର ଲୋଭ ଦେଖାଇ ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି । ଯାହାଦ୍ୱାରା ମାନ୍ଦା ସିଜିନରେ ବି ଗାଡିଗୁଡିକ ଅଧିକରୁ ଅଧିକ ବିକ୍ରି ହୋଇପାରିବ । ଇତି ମଧ୍ୟରେ ଆପଣଙ୍କ ପାଇ ଏକ ଭଲ ଅଫର ଆଣିଦେଇଛି ହୋଣ୍ଡା କଂପାନୀ । କଂପାନୀ ପକ୍ଷରୁ ଏବେ ଏକ ଏଭଳି ଆକର୍ଷଣୀୟ ଯୋଜନା ଆରମ୍ଭ କରାଯାଇଛି , ଯେଉଁଥିରେ ଆପଣଙ୍କୁ ହୋଣ୍ଡା ଆକ୍ଟିଭା ୧୨୫ ମାତ୍ର ୧୧ ଶହ ଟଙ୍କାରେ କିଣି ପାରିବେ।

କଂପାନୀର ଅଫର ଅନୁସାରେ, ନୂଆ ହୋଣ୍ଡା ଆକ୍ଟିଭା ୧୨୫କୁ ଆପଣ ମାତ୍ର ୧୧୦୦ ଟଙ୍କା ଡାଉନ ପେମେଂଟରେ ମିଳିଛୁ । ଏଥି ସହିତ ହିଁ ଆପଣଙ୍କୁ ନୋ କଷ୍ଟ ଇଏମଆଇର ବି ସୁବିଧା କଂପାନୀ ପକ୍ଷରୁ ଦିଆଯିବ । ତେବେ ଅଫର ଏତିକିରେ ସରୁ ନାହିଁ , ଆକ୍ଟିଭା କିଣିବା ଉପରେ ଫାଇନାନ୍ସ ପାଇଁ ଲାଗୁଥିବା ପ୍ରୋସେସିଂ ଫିସ ବି ଲାଗିବ ନାହିଁ ଅର୍ଥାତ୍ ପ୍ରୋସେସିଂ ଫିସ ଉପରେ ହିଁ ଆପଣ ଏହାକୁ କିଣିପାରିବେ । ଏହି ସ୍କୁଟି ଉପରେ କଂପାନୀ ଲୋ ଡାଉନ ପେମେଂଟ, କ୍ୟାସବ୍ୟାକ୍ ଠାରୁ ଆରମ୍ଭ କରି  ୨୧୦୦ ଟଙ୍କା ପର୍ଯ୍ୟନ୍ତର ବେନିଫିଟ୍ ମଧ୍ୟ ଦେଇରଖିଛି । ଯଦି ଆପଣ ଏହି ହୋଣ୍ଡା ଆକ୍ଟିଭା ୧୨୫କୁ ପେଟିଏମରୁ ପେମେଂଟ କରି କିଣନ୍ତି ତେବେ ଏହା ଉପରେ ଆପଣଙ୍କୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଲାସବ୍ୟାକ୍ ମଧ୍ୟ ମିଳିବ ।

ଏହା ବ୍ୟତୀତ ଆପଣଙ୍କ  ଅପେକ୍ଷାରେ ଅନେକ ଆକର୍ଷଣୀୟ ଅଫର ମଧ୍ୟ ରହିଛି । ଅଧିକ ଜାଣିବା ପାଇଁ ଆପଣ ହୋଣ୍ଡାର ଡିଲରମାନଙ୍କ ସହ ଯୋଗାଯୋଗ କରିପାରିବେ କିମ୍ବା ଫୋନରେ ବି ସଂପର୍କ କରିପାରିବେ । ଏହି ସହିତ ହିଁ ଆପଣ କଂପାନୀର ଆଧିକାରୀକ ଓ୍ବେବସାଇଟ୍ https://www.honda2wheelersindia.com/activa125/ କୁ ଯାଇ ଅଫର ସଂପର୍କିତ ତଥ୍ୟ ପାଇପାରିବେ । ଏହାଛଡା ଆପଣ ୧୮୦୦-୫୩୨-୨୫୫୫,୭୨୪୦୪୦୦୬୬୬ ନମ୍ବରରେ ବି କଲ କରି କଥା ହୋଇ ପାରିବେ , ଆପଣଙ୍କୁ ଏଠାରୁ ସମସ୍ତ ସୂଚନା ମିଳିଯିବ ।

   Related Posts