ତେଲେଙ୍ଗାନା ଏନକାଉଣ୍ଟର ଘଟଣା : ରିପୋର୍ଟ ମାଗିଲା କେନ୍ଦ୍ର

Published By : Prameya-News7 Bureau | December 06, 2019 IST

ହାଇଦ୍ରାବାଦ ୦୬।୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ର ଚାରି ଅଭିଯୁକ୍ତ ପୋଲିସ ଏନକାଉଣ଼୍ଟରରେ ନିହତ ଘଟଣା । ତେଲେଙ୍ଗାନା ସରକାରାଙ୍କୁ ରିପୋର୍ଟ ତଲବ କଲେ କେନ୍ଦ୍ର ସରକାର । ତେଲେଙ୍ଗାନା ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି  କେନ୍ଦ୍ର ଗୃହ ବିଭାଗ ।

{"id":194472,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି  ସକାଳ ୩.୩୦ ସମୟରେ ହାଇଦ୍ରାବାଦ ପୋଲିସ  ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପୋଡି ଘଟଣାରେ ସମସ୍ତ ଅଭିଯୁକ୍ତ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ପୋଲିସ ଚେତନାପାଲୀ ପାଖ ୪୪ନମ୍ବର ଜାତୀୟ ରାଜପଥ ଫ୍ଲାଏଓର ପାଖକୁ କ୍ରାଇମ ସିନ୍ ରିକ୍ରିଏସନ ପାଇଁ ନେଇଥିଲା । ଏହି ସମୟରେ ସେମାନେ ଦୌଡି ପଳାଇଯିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ପୋଲିସ ଏନକାଉଣ୍ଟରରେ ୪ଅଭିଯୁକ୍ତ ଟଳି ପଡିଛନ୍ତି ।  ଏନକାଉଣ୍ଟର ଘଟଣାରେ କେନ୍ଦ୍ର ଗୃହ ବିଭାର ତେଲେଙ୍ଗାନା ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.