ଗ୍ରେ କଲର ଜମ୍ପସୁଟ୍‌ରେ ହଲିଉଡ୍‌ ଅଭିନେତ୍ରୀ, ଷ୍ଟାଇଲିସ୍ ଅନ୍ଦାଜରେ ଫ୍ୟାନ୍ସକୁ କଲେ ଘାଇଲା

Published By : Prameya-News7 Bureau | January 26, 2021 IST

ମୁମ୍ବାଇ ୨୬।୧: ହଲିଉଡ୍ ଅଭିନେତ୍ରୀ ଏରିୟଲ୍ ୱିଣ୍ଟର୍ ନିଜର ହଟ୍ ଏବଂ ଷ୍ଟାଇଲିସ୍ ଲୁକ୍ ପାଇଁ ସବୁବେଳେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ ଯେତେବେଳେ ତାଙ୍କ ଘରୁ ପଦାକୁ ବାହାରିଥାନ୍ତି, ସେତେବେଳେ ଫଟୋ ସାମ୍ବାଦିକଙ୍କଠାରୁ ସେ ବର୍ତ୍ତିପାରନ୍ତିନାହିଁ ।

{"align":"center","id":398652,"width":573,"height":827,"sizeSlug":"large","linkDestination":"none"}

ନିକଟରେ ଅଭିନେତ୍ରୀ ଲସ୍ ଏଞ୍ଜଲସ ରାସ୍ତାରେ ନଜରକୁ ଆସିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

{"align":"left","id":398653,"width":565,"height":799,"sizeSlug":"large","linkDestination":"none"}

ଫଟୋରେ ଅଭିନେତ୍ରୀ ଗ୍ରେ କଲର୍ ର ଜମ୍ପସୁଟ୍ ପିନ୍ଧିଥିବା ନଜରକୁ ଆସିଛନ୍ତି । ଖୋଲା କେଶ, ଫେସମାସ୍କ ଏବଂ ହାତରେ ପର୍ସ ଧରିଥିବା ଫଟୋରେ ଦେଖିବାକୁ ମିଳିଥିଲା ।

{"align":"center","id":398654,"width":568,"height":773,"sizeSlug":"large","linkDestination":"none"}

ଫ୍ୟାନ୍ସମାନେ ଏହି ଫଟୋକୁ ବେଶ୍ ପସନ୍ଦ କରିବା ସହ ତାଙ୍କ ଲୁକକୁ ପ୍ରସଂସା କରୁଛନ୍ତି । ଅଭିନେତ୍ରୀଙ୍କୁ ଶେଷ ଥର ଫିଲ୍ମ ଲିଟିଲ୍ ଅଡ୍‌ରେ (Little Audrey)ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଫ୍ୟାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.