Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ଗ୍ରେ କଲର ଜମ୍ପସୁଟ୍‌ରେ ହଲିଉଡ୍‌ ଅଭିନେତ୍ରୀ, ଷ୍ଟାଇଲିସ୍ ଅନ୍ଦାଜରେ ଫ୍ୟାନ୍ସକୁ କଲେ ଘାଇଲା

26/01/2021 at 12:01 PM

ମୁମ୍ବାଇ ୨୬।୧: ହଲିଉଡ୍ ଅଭିନେତ୍ରୀ ଏରିୟଲ୍ ୱିଣ୍ଟର୍ ନିଜର ହଟ୍ ଏବଂ ଷ୍ଟାଇଲିସ୍ ଲୁକ୍ ପାଇଁ ସବୁବେଳେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ ଯେତେବେଳେ ତାଙ୍କ ଘରୁ ପଦାକୁ ବାହାରିଥାନ୍ତି, ସେତେବେଳେ ଫଟୋ ସାମ୍ବାଦିକଙ୍କଠାରୁ ସେ ବର୍ତ୍ତିପାରନ୍ତିନାହିଁ ।

ନିକଟରେ ଅଭିନେତ୍ରୀ ଲସ୍ ଏଞ୍ଜଲସ ରାସ୍ତାରେ ନଜରକୁ ଆସିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଫଟୋରେ ଅଭିନେତ୍ରୀ ଗ୍ରେ କଲର୍ ର ଜମ୍ପସୁଟ୍ ପିନ୍ଧିଥିବା ନଜରକୁ ଆସିଛନ୍ତି । ଖୋଲା କେଶ, ଫେସମାସ୍କ ଏବଂ ହାତରେ ପର୍ସ ଧରିଥିବା ଫଟୋରେ ଦେଖିବାକୁ ମିଳିଥିଲା ।

ଫ୍ୟାନ୍ସମାନେ ଏହି ଫଟୋକୁ ବେଶ୍ ପସନ୍ଦ କରିବା ସହ ତାଙ୍କ ଲୁକକୁ ପ୍ରସଂସା କରୁଛନ୍ତି । ଅଭିନେତ୍ରୀଙ୍କୁ ଶେଷ ଥର ଫିଲ୍ମ ଲିଟିଲ୍ ଅଡ୍‌ରେ (Little Audrey)ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଫ୍ୟାନ୍ସ ।

   Related Posts