Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ହଲିଉଡର ପ୍ରସିଦ୍ଧ ଅଭିନେତା ଏଡି ହେସଲଙ୍କ ପରଲୋକ : ପ୍ରେମିକାଙ୍କ ଘର ବାହାରେ ଗୁଳି କରି ହତ୍ୟା କଲା ଦୁର୍ବୃତ୍ତ

3/11/2020 at 11:07 AM

ଟେକ୍ସାସ ୩/୧୧: ଫିଲ୍ମ ‘ଦି କିଡସ୍ ଆର ଅଲ୍ ରାଇଟ୍’ର ଅଭିନେତା ଏଡ୍ଡି ହେସଲଙ୍କ  ଟେକ୍ସାସରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୩୦ବର୍ଷ ହୋଇଥିଲା।

ଟେକ୍ସାସର ଗ୍ରାଣ୍ଡ ପ୍ରେରୀରେ ତାଙ୍କ ପ୍ରେମିକାଙ୍କ ଘର ବାହାରେ ଶନିବାର ବିଳମ୍ବିତ ରାତିରେ ଗୋଟାଏରେ ହେସଲରେ ପେଟରେ ଗୁଳି କରି ହତ୍ୟା କରାଯାଇଥିଲା। ଦୁର୍ଘଟଣା ସମୟରେ ତାଙ୍କ ପ୍ରେମିକା ଘରେ ଥିଲେ କିନ୍ତୁ ସେ ଆକ୍ରମଣକାରୀଙ୍କୁ ଚିହ୍ନିପାରିନଥିଲେ। ପୋଲିସ୍ ମାମଲାର ତଦନ୍ତ କରୁଛି। ଏବେ ସୁଦ୍ଧା ଏହି ମାମଲାରେ କୌଣସି ଗିରଫ ହୋଇ ନାହିଁ।

ଟେକ୍ସାସ ବାସିନ୍ଦା ହେସଲ୍ ୨୦୦୦ରୁ ୨୦୧୦ ମଧ୍ୟରେ ଅନେକ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ।

   Related Posts