ଲଗାଣ ବର୍ଷାରେ ପୁଣି ବେହାଲ ମାଲକାନଗିରି ଜିଲ୍ଲା : ବନ୍ୟା ଆଶଙ୍କାରେ ଆଜି ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା

Published By : Prameya-News7 Bureau | August 07, 2019 IST

ମାଲକାନଗିରି ୭|୮: ଲଗାଣ ବର୍ଷାରେ ପୁଣି ବେହାଲ ମାଲକାନଗିରି ଜିଲ୍ଲା । ପୋଟେରୁ, କାଙ୍କୁରୁକୁଣ୍ଡା, କୋରୁକୁଣ୍ଡା ଓ ଏମ୍ ଭି-୩୭ ପୋଲ ଉପରେ ୪-୫ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ ନଂ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି ।

{"id":141701}

କାଲିମେଳା, ମୋଟୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ବନ୍ୟା ଆଶଙ୍କାକୁ ଦେଖି ଆଜି ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.